କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ବିଜେପିର ପ୍ରତିନିଧି ଦଳ ସତ୍ୟାଗ୍ରହକାରୀଙ୍କୁ ଭେଟିଛନ୍ତି
by Argus News
Tue, Dec 05 | 10:22 p.m.

ଅର୍ଗସ ବ୍ୟୁରୋ : ପଞ୍ଚମ ଦିନରେ ପହଞ୍ଚିଲା ବୁଡ଼ି କ୍ଷତିଗ୍ରସ୍ତ ପ୍ରଜା ସଂଘର ଜଳ ସତ୍ୟାଗ୍ରହ । ତଥାପି ସମାଧାନର ବାଟ ବାହାର କଲେନି ସରକାର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଆଜି ବିଜେପିର ଏକ ପ୍ରତିନିଧି ଦଳ ସତ୍ୟାଗ୍ରହକାରୀଙ୍କୁ ଭେଟିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଆସନ୍ତାକାଲି ଏହି ଟିମ୍ ରାଜ୍ୟପାଳଙ୍କୁ ଭେଟି ଏ ବାବଦରେ ଆବଗତ କରାଇବ । 48 ବର୍ଷ ପରେ ବି ରେଙ୍ଗାଳି ବୁଡ଼ି ବିସ୍ଥାପିତଙ୍କୁ ମିଳିଲାନି କ୍ଷତିପୂରଣ । ଅନୁଗୋଳ ଜିଲ୍ଲା ପାଲଲହଡ଼ା ଦ୍ବିତୀୟ ଚିକିଲାର ଜଳ ଭଣ୍ଡାରରେ ଜଳ ସତ୍ୟାଗ୍ରହ କରି ରାଜ୍ୟ ସରକାରଙ୍କ ବିରୋଧରେ ରଣ ହୁଙ୍କାର ଦେଇଛି ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜା ସଂଘ । ପାଲଲହଡ଼ାର କୁଣ୍ଡେଇବିରାଙ୍କ ମନ୍ଦିରରୁ ସଂକଳ୍ପ କରି ୭ ଦଫା ଦାବି ନେଇ କରିଛନ୍ତି ଜଳ ସତ୍ୟାଗ୍ରହ ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ