ସାପ କାମୁଡ଼ାରେ ମହିଳା ମୃତ
by Argus News
Sat, Jun 22 | 9:40 p.m.

ଅର୍ଗସ ବ୍ୟୁରୋ:  ସାପ କାମୁଡ଼ାରେ ମହିଳା ମୃତ । ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଓଳେଇ ଚନ୍ଦନପୁର ପଞ୍ଚାୟତ କଣଛନ୍ଦା ଗାଁ ରେ ବିଷଧର ସାପ କାମୁଡ଼ାରେ ମହିଳାଙ୍କର ମୃତୁ ହୋଇଛି । ମୃତକ ହେଲେ ବ୍ରଜକିଶୋର ବେହେରାଙ୍କ ପତ୍ନୀ ମିନା ବେହେରା । ସେ ଘରେ ଶୋଇଥିବା ବେଳେ ଏକ ବିଷଧର ସାପ କାମୁଡ଼ିଥିଲା। ପରିବାରବର୍ଗ ତାଙ୍କୁ ଗୁରୁତର ଅବସ୍ଥାରେ ବିଞ୍ଝାରପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ। ସେଠାରେ ଡାକ୍ତର ମିନାଙ୍କୁ ମୃତ ଘୋଷଣା କରିଥିଲେ। ବିଞ୍ଝାରପୁର ପୋଲିସ ଶବ ବ୍ୟବଛେଦ ପାଇଁ ମୃତ ଶରୀର କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ତଦନ୍ତ ଜାରି ରଖିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ନଡ଼ିଆ ତେଲ
ନଡ଼ିଆ ତେଲ ଏବଂ ଭିଟାମିନ ଇ କ୍ୟାପସୁଲ ଚେହେରା ପାଇଁ ବେଶ ଲାଭଦାୟକ
ଅର୍ଗସ ବ୍ୟୁରୋ: ନଡ଼ିଆ ତେଲ ଏବଂ ଭିଟାମିନ ଉଭୟ ସ୍କିନ ପାଇଁ ଅତ୍ୟନ୍ତ ଫଳପ୍ରଦ ହୋଇଥାଏ। ଏପରି ପରିସ୍ଥିତିରେ ଯଦି ଆପଣ ଏହି ଦୁଇଟିକୁ ଏକାଠି ବ୍ୟବହାର କରନ୍ତି ତେବେ ସ୍କିନ ପୁରା ଉଜ୍ଜ୍ବ
ସିଦ୍ଧବଳଦେବ ଜୀଉଙ୍କ
ସିଦ୍ଧବଳଦେବ ଜୀଉଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ଅର୍ଗସ ବ୍ୟୁରୋ: ଶ୍ରୀଶ୍ରୀ ସିଦ୍ଧ ବଳଦେବ ଜୀଉଙ୍କ ରଥଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ମୁନିସିପାଲିଟି ଟାଉନ୍‌ହଲ୍‌ଠାରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାର
ବିବାହିତା ମହିଳାଙ୍କୁ
ବିବାହିତା ମହିଳାଙ୍କୁ ଚାକିରି ନ ଦେବା ନେଇ ଅଡୁଆରେ ଆପଲ କମ୍ପାନୀ: ଜବାବ ମାଗିଲା କେନ୍ଦ୍ର
ଅର୍ଗସ ବ୍ୟୁରୋ: ବିବାହିତା ମହିଳାଙ୍କୁ ଚାକିରି ମନା । ଏଭଳି ଅଜବ ନିୟମ ଆଣି ଚର୍ଚ୍ଚାରେ ଆପଲ୍ କମ୍ପାନୀ । ଭାରତରେ ଥିବା ଆପଲର ଏକ ସଂସ୍ଥା ବିବାହିତ ମହିଳାଙ୍କୁ ଚାକିରି ଦେବାକୁ ମନ