ରାଜମିସ୍ତ୍ରୀକୁ ହତ୍ୟା, କାରଣ ଅସ୍ପଷ୍ଟ
by Argus News
Tue, Dec 05 | 4:36 p.m.

ବ୍ରହ୍ମପୁର:  ରାଜମିସ୍ତ୍ରୀକୁ ହତ୍ୟା । ବଡ଼ଗଡ଼ ଥାନା ଅନ୍ତର୍ଗତ ଦୁର୍ଗାମାଧବପୁର ଓ ହରପ୍ରିୟାପୁର ନିକଟରେ ଥିବା ଏକ ସେତୁ ନିକଟରେ ଜଣେ ରାଜ ମିସ୍ତ୍ରୀଙ୍କୁ ହତ୍ୟା କରାଯାଇଛି । ମୃତ ବ୍ୟକ୍ତି ଜଣକ ହେଲେ ମନୋଜ ବେହେରା । ତାଙ୍କ ଘର ବ୍ରହ୍ମପୁର ଆଙ୍କୁଳି ବୋଲି ସୂଚନା ମିଳିଛି । ହତ୍ୟାର କାରଣ ଜଣା ପଡି ନଥିବାବେଳେ ପୋଲିସ ଜଣକୁ ଅଟକ ରଖି ତଦନ୍ତ କରୁଛି ।
 

ଆହୁରି ପଢନ୍ତୁ ଅପରାଧ ଖବର...

ରାଜ୍ୟରେ ଲାଗୁ ହେବ
2m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର