କୋଟିପତି ହେବାକୁ ବାପା-ପୁଅ ବିକୁଥିଲେ ଗଞ୍ଜେଇ
by Argus News
Fri, Mar 22 | 12:03 p.m.

ସମ୍ବଲପୁର: ଗଞ୍ଜେଇ କାରାବାର କରି ବାପା-ପୁଅ ଗିରଫ । କୋଟ ପତି ହେବା ପାଇଁ ବାପ-ପୁଅ ଯୋଜନା ଚଲାଇଥିଲେ l ସମ୍ବଲପୁର ସହର କ୍ଷେତରାଜପୁରରେ ଉଭୟ ବାପ ପୁଅ ବୌଦ୍ଧ ଜିଲ୍ଲାରୁ ଗଞ୍ଜେଇ ଆଣି ଘରେ ଅଣ୍ତର ଗ୍ରାଉଣ୍ତରେ ରଖିଥିଲେ । ସହରରେ ଗଞ୍ଜେଇ ବିକ୍ରି କରିବା ନେଇ ଯୋଜନା ମଧ୍ୟ ଚଲାଇଥିଲେ । ହେଲେ ଗୁଇନ୍ଦା ଅବକାରୀ ବିଭାଗ ଖବର ପାଇ ଚଢାଉ କରି ୧ କୁଇଣ୍ଟାଲ ୭୭ କେଜି ଗଞ୍ଜେଇ ଜବତ କରି ଉଭୟ ବାପା ପୁଅକୁ ଗିରଫ କରିଛି । 

ନଗଦ ୫୭ ହଜାର ୩ ଶହ ଟଙ୍କା ମଧ୍ୟ ଜବତ ହୋଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ କ୍ଷେତରାଜପୁର ବାପା ସୁରେଶ ଅଗ୍ରୱାଲ ଓ ପୁଅ ସୁମିତ ପୋଦାର । ତେବେ ଉଭୟ ଙ୍କୁ କୋଟ ଚାଲାଣ କରିଥିବା ନେଇ ଗୁଇନ୍ଦା ଅବକାରୀ ବିଭାଗର ଡେପୁଟି ସୁପ୍ରି୍ଟେଣ୍ଡ ବିପ୍ର ଚରଣ ମଣ୍ଡଳ ସୂଚନା ଦେଇଛନ୍ତି ।

ଆହୁରି ପଢନ୍ତୁ ଅପରାଧ ଖବର...
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ