କ୍ରେଡିଟ କାର୍ଡ ରିନ୍ୟୁଆଲ କହି  OTP ମାଗିଲେ: ଲୁଟିନେଲେ  ୩୮ ହଜାର  
by Argus News
Thu, Sep 05 | 12:07 p.m.

ବଲାଙ୍ଗୀର:  ଫୋନ କରି ବିଭିନ୍ନ ପ୍ରକାର ମିଠା ମିଠା କଥା କହି କ୍ରେଡିଟ କାର୍ଡ ରିନ୍ୟୁଆଲ କରିବା  କହି ଓଟିପି ମାଗି ଜଣେ ବ୍ୟକ୍ତିଙ୍କ ଠାରୁ ପ୍ରାୟ  ୩୮ ହଜାର ଟଙ୍କା ଲୁଟିନେଲା ସାଇବର ଠକ । ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବିଡ଼ିଓ ଙ୍କ ଡ୍ରାଇଭର ରୁମାନ ମାଝୀ ଠକେଇର ଶିକାର ହୋଇଥିବା ସୂଚନା  ମିଳିଛି ।

ଡ୍ରାଇଭର ଜଣକ ବଙ୍ଗୋମୁଣ୍ଡା ଥାନା ବେଳପଡା ପଞ୍ଚାୟତ ବାଗବାହାଲ ଗାଁ ର ହୋଇଥିବା ବେଳେ ସେ ଦୀର୍ଘ ଦିନ ହେଲା ମୁରିବାହାଲ ବିଡ଼ିଓ ଙ୍କ ଡ୍ରାଇଭର ଭାବେ କାର୍ଯ୍ୟରତ ଅଛନ୍ତି । ଆଜି ମୁରିବାହାଲ ଥାନା ର ଦ୍ୱାରସ୍ଥ ହୋଇ ଦେଲେ ଏତଲା ଦେଇଛନ୍ତି । ସାଇବର ଠକ ପୁଣି ୧୦ ହଜାର ଟଙ୍କା ପଠାଇବା ପାଇ ଚାପ ପକାଉଥିବା ନେଇ ଜଣାପଡିଛି । 
ଅଧିକ ପଢନ୍ତୁ ଓଡ଼ିଶା ଖବର 

ପ୍ରଥମ ଟେଷ୍ଟ
ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବର
ମଙ୍କିପକ୍ସ
ଭାରତରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଭାରତରେ ଆଉଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର କେରଳରେ । ସେ କିଛି ଦିନତଳେ ୟୁଏଇରୁ ଫେରିଛନ୍ତି । ତାଙ୍କୁ ଆଇସୋଲେସନରେ ରଖ
ଚନ୍ଦ୍ରଯାନ
ଚନ୍ଦ୍ରଯାନ ୪ର ମିଶନ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ମଂଜୁରୀ
ନୂଆଦିଲ୍ଲୀ: ମହାକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ । ଚନ୍ଦ୍ରଯାନ ୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମିଳିଛି ମଂଜୁରୀ । ବହୁ ପ୍ରତିକ୍ଷୀତ ଏହି ମିଶନ ପାଇଁ ୨୧୦୪କୋଟି ଟଙ୍କା ବ୍ୟ