ବାଂଲାଦେଶ ବିପକ୍ଷ ଟେଷ୍ଟ,ପନ୍ତଙ୍କ ଷଷ୍ଠ ଶତକ 
by Argus News
Sat, Sep 21 | 1:06 p.m.

ଅର୍ଗସ ବ୍ୟୁରୋ:ପନ୍ତଙ୍କ ଶତକ,ବାଂଲାଦେଶ  ବିପକ୍ଷ ପ୍ରଥମ ଟେଷ୍ଟ ଦ୍ବିତୀୟ ଇଂନିସରେ ଗର୍ଜିଛି ଭାରତୀୟ ଷ୍ଟାର ୱିକେଟ୍ କିପର ଋଷଭ ପନ୍ତ ବ୍ୟାଟ୍,ହଜିଛି ବାଂଲା ବୋଲରଙ୍କ ନିଦ,ଟେଷ୍ଟ କ୍ରିକେଟରେ ଷଷ୍ଠ ତମ ଶତକ ହାସଲ କରିଛନ୍ତି ପନ୍ତ। ଖେଳିଛନ୍ତି ୧୦୯ ରନର ପାରି ସେଥିରେ ୧୩ଟି ଚୌକା,୪ଟି ଛକା ରହିଛି। ବାଂଲାଦେଶ  ବିପକ୍ଷ ପ୍ରଥମ ଟେଷ୍ଟ ପ୍ରଥମ ଇଂନିସ ୩୭୬ ରନରେ ଅଟକିଲା ରୋହିତ ସେନା,ଜୟସ୍ୱାଲ ୫୬,ଅଶ୍ବିନ୧୧୩, ଜାଡେଜା୮୬ ରନ୍ ପାରା ଖେଳିଥିଲେ। ବାଂଲାଦେଶ ପକ୍ଷରୁ ହାସନ ମହମୁଦ ସର୍ବାଧିକ ୫ଟି ୱିକେଟ୍ ନେଇଥିଲେ। ପ୍ରଥମ ଇନିଂସ  ଭାରତ ୩୭୬ ରନ୍ କରିଥିବାବେଳେ ବାଂଲାଦେଶ ମାତ୍ର ୧୪୯ ରନ କରି ଅଲଆଉଟ ହୋଇଯାଇଥିଲା। ଦ୍ବିତୀୟ ଇଂନିସରେ ଭାରତ ୪ ୱିକେଟ୍ ହରାଇ ୨୮୦ ରନ୍ କରି ଖେଳିଜାରି ରଖିଥିଲା,ମୋଟ ଉପରେ ଭାରତ ୫ଶହରୁ ଅଧିକ ରନରେ ଆଗୁଆ ରହିଛି

ମୃତ୍ୟୁ
4m ago
ସ୍ତ୍ରୀର ମୃତ୍ୟୁର ଦିନକ ପରେ ବିଷପିଇ ଦେଇଥିଲେ ସ୍ବାମୀ
ଅର୍ଗସ ବ୍ୟୁରୋ: ସ୍ତ୍ରୀର ମୃତ୍ୟୁକୁ ସହି ନପାରି ଜୀବନ ହାରିଲା ସ୍ବାମୀ । ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଆନନ୍ଦପୁର ଥାନା ସଡ଼ଙ୍ଗି ଗାଁରେ। କଳହକୁ କେନ୍ଦ୍ରକରି ବିଷ ପି
ବାୟୁସେନା
8m ago
ବାୟୁସେନାର ନୂଆ ମୁଖ୍ୟ ଭାବେ ଅମର ପ୍ରିତ୍ ସିଂହଙ୍କୁ ନିଯୁକ୍ତ
ଅର୍ଗସ ବ୍ୟୁରୋ: ବାୟୁସେନାର ନୂଆ ମୁଖ୍ୟ ଭାବେ ଅମର ପ୍ରିତ୍ ସିଂହଙ୍କୁ ନିଯୁକ୍ତ କରାଯାଇଛି । ଏୟାର ମାର୍ଶାଲ ଅମର ପ୍ରିତ୍ ସିଂହ ବାୟୁସେନାର ପରବର୍ତ୍ତୀ ମୁଖିଆ ହେବେ । ଏବେ ସେ ବାୟୁସେନ
ଗିଲ୍-ପନ୍ତଙ୍କ ଶତକ
8m ago
ଚିପକ ଟେଷ୍ଟ ଗିଲ୍-ପନ୍ତଙ୍କ ଦମଦାର ଶତକ ଝଡ,ବାଂଲାଦେଶ ବୋଲର ଥରହର
ଅର୍ଗସ ବ୍ୟୁରୋ:ଚିପକ ଟେଷ୍ଟରେ ଗର୍ଜିଛି ଗିଲ୍-ପନ୍ତଙ୍କ ବ୍ୟାଟ୍,ବାଂଲାଦେଶ ବିପକ୍ଷରେ ଖେଳିଛନ୍ତି ଧୁଆଁଦାର ଶତକୀୟ ପାରି,ଥରହର ହୋଇଛନ୍ତି ବାଂଲା ବୋଲର । ଭାରତୀୟ ଷ୍ଟାର ୱିକେଟ୍ କିପର ଋଷ