ପ୍ୟାରିସ ଅଲିମ୍ପିକ୍ସ: ୧୦ ମିଟର ଏୟାର ପିସ୍ତଲର ଫାଇନାଲରେ ମନୁ ଭାକର,ବଢିଲା ଭାରତର ପଦକ ଆଶା
by Argus News
Sat, Jul 27 | 8:23 p.m.


ଅର୍ଗସ ବ୍ୟୁରୋ: ପ୍ୟାରିସ ଅଲମ୍ପିକ୍ସ ଆରମ୍ଭ ହୋଇସାରିଥିବାବେଳେ  ଭାରତର ଶୁଟର ମନୁ ଭାକର ୧୦ ମିଟର ଏୟାର ପିସ୍ତଲର ଫାଇନାଲରେ ପ୍ରବେଶ କରିଛନ୍ତି। ଫଳରେ ଭାରତ ପଦକ ମିଳିବା ଆଶା ବଢିଛି।ଶନିବାର ଅନୁଷ୍ଠିତ ଯୋଗ୍ୟତା ପର୍ଯ୍ୟାୟରେ ତୃତୀୟ ସ୍ଥାନରେ ରହି ଏହି ସଫଳତା ପାଇଛନ୍ତି ମନୁ।

୬ ସିରିଜ ଇଭେଣ୍ଟର ହାଫ ଟାଇମ ସୁଦ୍ଧା ସେ ମୋଟ ୩୦୦ରୁ ୨୯୨ ପଏଣ୍ଟ ହାସଲ କରି ଟପ୍‌ ୮ରେ ରହିଥିଲେ। ୩ ବର୍ଷ ତଳେ ଟୋକିଓ ଅଲିମ୍ପିକ୍ସରେ ମନୁ ଭାକର ଯୋଗ୍ୟତା ପର୍ଯ୍ୟାୟରୁ ଆଗକୁ ଯାଇ ପାରି ନଥିଲେ। ଏଥର କିନ୍ତୁ ମନୁଙ୍କ ଠାରୁ ଭାରତ ପଦକ ଆଶା ରଖିଛି।  ରିଦମ ସାଙ୍ଗୱାନ ୧୫ତମ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି

ବିରାଟ ୯,୦୦୦ ରନ୍
3m ago
ଟେଷ୍ଟ କ୍ରିକେଟରେ ୯,୦୦୦ ରନ୍ କରି ଇତିହାସ ସୃଷ୍ଟି କଲେ କୋହଲି
ଅର୍ଗସ ବ୍ୟୁରୋ:ଟେଷ୍ଟରେ ବିରାଟ ବେଷ୍ଟ,ସ୍ଥାପନ କଲେ ରେକର୍ଡ। ବେଙ୍ଗାଲୁରୁରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଲେ ୭୦ ରନର ଜବରଦସ୍ତ ପାରି,୮ ଚୌକା,ଗୋଟିଏ ଛକା ହୋଇଛି ସାମିଲ୍ । ୧୯୭ ତମ ଇନିଂସର
BANGLADESH
9m ago
ହସିନାଙ୍କ ବଢିଲା ଅଡ଼ୁଆ ! ବାଂଲାଦେଶ ଫେରିବା ଛଡ଼ା ବାଟ ନାହିଁ
ଅର୍ଗସ ବ୍ୟୁରୋ: ପୁଣି ଚର୍ଚ୍ଚାରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା । କାରଣ ତାଙ୍କ ନାଁରେ ଜାରି ହୋଇଛି ଗିରଫ ପରୱାନା । ତେଣୁ ସେ ଯେଉଁଠି ଥିଲେ ବି ବାଂଲାଦେ
ଛତୁଆ
12m ago
ଗର୍ଭବତୀ ଓ କୁନି କୁନି ଶିଶୁଙ୍କ ଜୀବନ ସହ ସାଂଘାତିକ ଖେଳ
ନବରଙ୍ଗପୁର :ନବରଙ୍ଗପୁର ଜିଲ୍ଲା ଛତିଶଗଡ଼ ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ରାଇଘର ବ୍ଲକରେ ଗର୍ଭବତୀ ମହିଳା ଓ କୋମଳମତି ଶିଶୁମାନଙ୍କୁ ଛତୁଆ ବଣ୍ଟନରେ ଅବ୍ୟବସ୍ଥା । ବଣ୍ଟାଯାଉଛି ଏକ୍ସପାଏର