ଅର୍ଗସ ବ୍ୟୁରୋ: ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା। ସାତପଡା ରୁ ଜହ୍ନିକୁଦା ଯାଉଥିବା ସମୟରେ ଫସିଲା ଡଙ୍ଗା। ତେବେ ଡଙ୍ଗାରେ ୨୫ ଜଣ ଯାତ୍ରୀ ଫସିରହିଥିବା ସୂଚନା। ଯାନ୍ତ୍ରିକ ତ୍ରୁଟି ଲାଗି ଡଙ୍ଗା ଫସିରହଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: