ଟଙ୍କା ନଦେବାରୁ ମିଳିନି ଟିକେଟ: ଶରତ ଚନ୍ଦ୍ର ବୁରୁଡା
by Argus News
Thu, Apr 04 | 10:05 a.m.

ଅର୍ଗସ ବ୍ୟୁରୋ:  ୪୦ ଲକ୍ଷ ଟଙ୍କା ଦିଅ ଟିକେଟ ନିଅ । ଟଙ୍କା ନଦେବାରୁ ମିଳିନି ଟିକେଟ। ଅଭିଯୋଗ ଆଣିଲେ ଆସେଇ ନେତା ଶରତ ଚନ୍ଦ୍ର ବୁରୁଡା । ରାଜ୍ୟ କଂଗ୍ରେସରେ ଟିକେଟ ପାଇଁ ମଗାଯାଉଛି ବିପୁଳ ଅର୍ଥ। କିଏ ଦଳ ପାଇଁ କୋଣ କରୁଛି ତାର କୋଣସି ମୂଲ୍ୟ ନାହିଁ। ନିର୍ବାଚନ ଲଢ଼ିବାର ଅଛି ଆଉ ଟିକେଟ ପାଇବାର ଅଛି ଯଦି ଟଙ୍କା ଦିଅ ଏବଂ ଟିକେଟ ନିଅ । ଏପରି ସଂଘୀନ ଅଭିଯୋଗ ଆଣିଛନ୍ତି ଶରତ ଚନ୍ଦ୍ର ବୁରୁଡା । ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଏହା ପୂର୍ବରୁ ଟିକେଟ ବଣ୍ଟା ପରିସ୍ଥିତି ଉପୁଜିଲାଣି। ଭୋଟର କିଛି ନିଷ୍ପତ୍ତି ନେବା ପୂର୍ବରୁ ଟଙ୍କା ଦେଇ ଭୋଟ ବଣ୍ଟାଯାଉଥିବା ଅଭିଯୋଗ ହେଇଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ