୫ଟି ଲେଖାଥିବା ବ୍ୟାଗକୁ ବିରୋଧ କଲେ ଲୋକେ
by Argus News
Tue, Mar 19 | 9:36 a.m.

ଅର୍ଗସ ବ୍ୟୁରୋ:  ୫-ଟି ଲେଖାଥିବା ବ୍ୟାଗକୁ ବିରୋଧ । ପେଟ୍ରୋଲ ଢାଳି ପୋଡ଼ିଦେଲେ ୫-ଟି ଲେଖାଥିବା ବ୍ୟାଗ । ରାଜକନିକ ବ୍ଲକ ପେଗରପଡା ପଞ୍ଚାୟତରେ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ୫-ଟି ଲେଖାଥିବା ବ୍ୟାଗକୁ ବିରୋଧ । ସମିତି ସଭ୍ୟ ପ୍ରବେଶନ ମଲ୍ଲିକଙ୍କ ନେତୃତ୍ୱରେ ଏକାଧିକ ଲୋକ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜି କରିବା ସହ ମିଳିଥିବା ୫-ଟି ବ୍ୟାଗକୁ ପୋଡିଦେଇଛନ୍ତି ।

କେନ୍ଦ୍ରର ମୋଦି ସରକାରଙ୍କ ଗରିବ କଲ୍ୟାଣ ନିମନ୍ତେ ସମସ୍ତ ଯୋଜନାକୁ ରାଜ୍ୟସରକାର ହରିଲୁଟ କରି ନିଜ ନାଁରେ କରାଇ ନେଇ ଦୁଇଟି ଲେଖା ବ୍ୟାଗ ଧରାଇ ଶସ୍ତା ରାଜନୀତି ଓ ଲୋକପ୍ରିୟତା ପାଇଁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ସମିତିସଭ୍ୟ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

୩୦ ଜଣ କର୍ମଚାରୀଙ୍କୁ
22m ago
୩୦ ଜଣ କର୍ମଚାରୀଙ୍କୁ ବହିଷ୍କାର: ଅନ୍ୟମାନେ ୪ଟା ସୁଦ୍ଧା ଯୋଗଦେବାକୁ ନିର୍ଦ୍ଦେଶ ଦେଲା ଏୟାର ଇଣ୍ଡିଆ
ଅର୍ଗସ ବ୍ୟୁରୋ: ଏୟାର ଇଣ୍ଡିଆ ଏକ୍ସପ୍ରେସ ଗତକାଲିର ସମସ୍ୟା ପରେ ୩୦ ଜଣ କ୍ରୁ ସଦସ୍ୟଙ୍କୁ ବହିଷ୍କାର କରିଛି କମ୍ପାନି। ପୂର୍ବରୁ ନ ଜଣାଇ ଅଚାନକ ଗଣ ଛୁଟିରେ ଯିବା ହେତୁ ଏୟାର ଇଣ୍ଡି
SILENCE
31m ago
୧୨ ମିନିଟ୍‌ ନିରବ ରୁହନ୍ତୁ, ଚମତ୍କାର ଫାଇଦା ପାଆନ୍ତୁ...
ଅର୍ଗସ ବ୍ୟୁରୋ: ନିରବ ରୁହନ୍ତୁ। ଦୂର ହେବ ଚାପ । ପ୍ରତ୍ୟେକ ଦିନ କରନ୍ତୁ ଏହି କାମ କରନ୍ତୁ । ଦୂର ହୋଇଯିବ ଆପଣଙ୍କ ସମସ୍ତ ଚାପ। ବିଶ୍ୱାସ ହେଉନାହିଁ ଯଦି ଥରେ କରିକ
ସମୁଦ୍ର
49m ago
ରହସ୍ୟମୟ ସମୁଦ୍ର! ପହଁରିବା ନଜାଣିଥିଲେ ବି ବୁଡିବେନି
ଅର୍ଗସ ବ୍ୟୁରୋ : ପହଁରିବା ନଶିଖିଥିଲେ ପାଣିରେ କିଏ ବି ବୁଡ଼ିଯିବ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ପୃଥିବୀ ପୃଷ୍ଠରେ ଏମିତି ଏକ ସମୁଦ୍ର ଅଛି ଯେଉଁଠି ଆପଣ ପହଁରିବା ନଜାଣିଥିଲେ ବ