ରେଡ୍ ମଡ୍ ପଣ୍ଡ ଭୁଷୁଡିବା ପରେ ଲୋକଙ୍କ ରାସ୍ତାରୋକ
by Argus News
Mon, Sep 16 | 2:54 p.m.

ଅର୍ଗସ ବ୍ୟୁରୋ: ବେଦାନ୍ତ ପାଇଁ ବଢିଲା ଅଡୁଆ । ଗତକାଲି ଲାଞ୍ଜିଗଡ ବେଦାନ୍ତ ରେଡ୍ ମଡ୍ ପଣ୍ଡ ଭୁଷୁଡିବା ଘଟଣାକୁ ନେଇ ଆଜି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ବିଜାବଣ୍ଡଲି ଠାରେ ଲୋକଙ୍କ ରାସ୍ତାରୋକ। କୋଷ୍ଟିକ ପାଣି ବଂଶଧାରା ନଦୀରେ ମିଶି ଅନେକ ଜଳଚର ପ୍ରାଣୀ ମରି ପଡିଥିବା ଦେଖି ଲୋକେ ଭୟରେ ନଦୀପାଣି ବ୍ୟବହାର କରୁନାହାନ୍ତି । ଫଳରେ ବିଜାବଣ୍ଡିଲି ଗ୍ରାମବାସୀ ବେଦାନ୍ତ କମ୍ପାନୀର ଏପରି ଅବହେଳାକୁ ନେଇ ରାସ୍ତାରୋକ କରିଛନ୍ତି । ଫଳରେ ଉଭୟପାର୍ଶ୍ବରେ ଯାନବାହାନ ଚଳାଚଳ ବନ୍ଦ  ରହିଛି । ଉଭୟପାର୍ଶ୍ବରେ  ଯାନବାହାନ ଅଟକ ରହିଥିବା ଯୋଗୁଁ ଲୋକେ ନାହିନଥିବା ଅସୁବିଧାର ସମ୍ଭୁଖୀନ ହେଉଛନ୍ତି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
 

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ