କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକରେ ପାଠ ପଢିବା ପାଇଁ ଛାତ୍ରଛାତ୍ରୀ କରିବେ ଆବେଦନ
by Argus News
Fri, Jun 07 | 11:07 a.m.

ଅର୍ଗସ ବ୍ୟୁରୋ:  ଆଜିଠୁ ଆରମ୍ଭ ଯୁକ୍ତ ୨ ନାମ ଲେଖା ପାଇଁ ଆବେଦନ ପ୍ରକ୍ରିୟା । CHSE ଅଧିନସ୍ଥ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକରେ ପାଠ ପଢିବା ପାଇଁ ଛାତ୍ରଛାତ୍ରୀ କରିବେ ଆବେଦନ। www.samsodisha.gov.in ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ର ଛାତ୍ରୀ। ଆଜିଠୁ ଆବେଦନ ଆରମ୍ଭ ହୋଇ ଜୁଲାଇ ୭ ତାରିଖ ଯାଏ ଚାଲିବ। ଜୁଲାଇ ୧୮ରେ ପ୍ରକାଶ ପାଇବ ମେଧା ତାଲିକା। ଜୁଲାଇ ୧୯ରୁ ୨୩ ଯାଏ ଚାଲିବ ନାମ ଲେଖା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

CYCLONE
2m ago
ବାତ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମୀକ୍ଷା
ଅର୍ଗସ ବ୍ୟୁରୋ: ବାତ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମୀକ୍ଷା...ମୁଖ୍ୟମନ୍ତ୍ରୀ କହିଛନ୍ତି, ଟିମ୍‌ ଓ୍ବାର୍କ ଯୋଗୁଁ ବାତ୍ୟା ମୁକାବିଲାରେ ସଫଳ ହେଲୁ । ଅନେ
କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ