ଆଜି ଗୁଜୁରାଟ ଓ ରାଜସ୍ଥାନ ଗସ୍ତରେ ଯିବେ ପିଏମ ମୋଦି
by Argus News
Tue, Mar 12 | 8:27 a.m.

ଅର୍ଗସ ବ୍ୟୁରୋ: ଆଜି ଗୁଜୁରାଟ ଓ ରାଜସ୍ଥାନ ଗସ୍ତରେ ଯିବେ ପିଏମ ମୋଦି। ଅହମ୍ମଦାବାଦରେ ୮୫ ହଜାର କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ଏହା ପରେ ସାବରମତି ଆଶ୍ରମ ଗସ୍ତରେ ଯିବେ ପିଏମ ମୋଦି। ଗାନ୍ଧି ଆଶ୍ରମ ମେମୋରିଆଲ ପାଇଁ ମାଷ୍ଟର ପ୍ଲାନ ଲଞ୍ଚ୍ କରିବା ସହ କୋଚ୍ରାବ ଆଶ୍ରମର ଲୋକାର୍ପଣ କରିବେ। ଏହା ପରେ ରାଜସ୍ଥାନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ରାଜସ୍ଥାନର ପୋଖରାନରେ ଭାରତର ତିନି ସେନାର ଯବାନଙ୍କ ଦ୍ବାରା ମିଳିତ ଏକ୍ସରସାଇଜ ଭାରତ ଶକ୍ତି ଦେଖିବେ। 

ଏହି ଏକ୍ସରସାଇଜରେ ଭାରତୀୟ ପ୍ରତିରକ୍ଷା ଉପକରଣ ଗୁଡିକର କ୍ଷମତା ପ୍ରଦର୍ଶନ ସହ ଯବାନଙ୍କ ବୀରତ୍ବର ନିଦର୍ଶନ ଦେଖିବାକୁ ମିଳିବ। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ରଶସ୍ତ୍ରର ବ୍ୟବହାର ଦେଖାଇବ ଭାରତୀୟ ସେନା।  ଯାହାର ସାକ୍ଷୀ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜସ୍ଥାନରେ ହେବାକୁ ଥିବା  ଟ୍ରାଇ-ସର୍ଭିସେସ୍ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର EXERCISE 'ଭାରତ ଶକ୍ତି'କୁ ଦେଖିବେ ପ୍ରଧାନମନ୍ତ୍ରୀ ମୋଦି।

ଅଧିକ ପଢ଼ନ୍ତୁ ଭାରତ ଖବର 
 

AKSHAYA TRITIYA
23m ago
ପବିତ୍ର ଅକ୍ଷୟ ତୃତୀୟା, ଅଖିମୁଠି ଅନୁକୂଳ କରିବେ ଚାଷୀ
ଅର୍ଗସ ବ୍ୟୁରୋ: ଆଜି ପବିତ୍ର ଅକ୍ଷୟ ତୃତୀୟା। ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟାକୁ ଅକ୍ଷୟ ତୃତୀୟା କୁହାଯାଏ । ଆଜିର ଦିନରେ ଚାଷୀ ଅଖିମୁଠି ଅନୁକୂଳ କରି କୃଷି କାର୍ଯ୍ୟ
BJD
33m ago
ରାଜ୍ୟରେ ବୃଦ୍ଧି ପାଉଛି ନିର୍ଯାତନା, ଅସଦାଚରଣ ଓ ହତ୍ୟା ଘଟଣା
ଅର୍ଗସ ବ୍ୟୁରୋ: ବିଜେଡି ଶାସନରେ ଅସୁରକ୍ଷିତ ମହିଳା । ବୃଦ୍ଧି ପାଉଛି ନିର୍ଯାତନା, ଅସଦାଚରଣ ଓ ହତ୍ୟା ଘଟଣା । ନିର୍ବାଚନ ଆସୁଥିବାରୁ ବ୍ରହ୍ମପୁରରେ ନାବାଳିକା ଗଣଦୁଷ୍କର୍ମ ପର
RAJNATH SINGH
ଆଜି ରଣପୁର ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
ଅର୍ଗସ ବ୍ୟୁରୋ: ଆଜି ରାଜନାଥ ସିଂହଙ୍କ ନୟାଗଡ଼ ରଣପୁର ଗସ୍ତ । ଆଜି ରଣପୁର ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେବା