ଶିକାରୀ ଗିରଫ, କାଚ ବୋତଲ ସହ ଟାଙ୍ଗିଆ ଜବତ
by Argus News
Wed, Oct 16 | 4:54 p.m.

ଅନୁଗୁଳ: ୧୧କେଭି ଲାଇନରେ ଜନ୍ତୁ ଶିକାର ପାଇଁ ଶିକାରୀ ଜଣକ ପ୍ରୟାସ କରୁଥିବା ବେଳେ ବନବିଭାଗ  ଧରିଥିଲା। ଶିକାରୀ ଜଣକ ହେଲେ ରେଙ୍ଗାଳି ଥାନା ନାକଟିଦେଉଳ ଗ୍ରାମର ରମେଶ ପ୍ରଧାନ(୩୫)। ବନବିଭାଗ ପକ୍ଷରୁ ଏକ ମାମଲା ରୁଜ୍ଜୁ କରା ଯାଇଥିବା ବେଳେ ଅଭିଯୁକ୍ତ ରମେଶକୁ କୋର୍ଟ ଚାଲାଣ କରାଯାଇଛି।

ଅଭିଯୁକ୍ତ ପାଖରୁ ଘଟଣାସ୍ଥଳରୁ ଜନ୍ତୁ ଶିକାର ପାଇଁ ବ୍ୟବହୃତ ୫କେଜି ଜିଆଇ ତାର, ୯୦ଖଣ୍ଡ କାଠ ବାଡ଼ି, ୯୦ ପିସ୍‌  କାଚ ବୋତଲ, ଏକ ଟାଙ୍ଗିଆ ସହିତ କ୍ରୋ ବାର ଜବତ କରାଯାଇଛି । ଅଭିଯୁକ୍ତ ରମେଶ କୁ କୋର୍ଟଚାଲାଣ କରାଯାଇଛି ବୋଲି କଣିହାଁ ରେଞ୍ଜ ଅଧିକାରୀ ନୀଳମଣି ଦେହୁରୀ କହିଛନ୍ତି। 

ଅଧିକ ପଢନ୍ତୁ  ଓଡ଼ିଶା ଖବର 

ଆଦାନୀ
ଆଦାନୀ କିଣିଲା ସେମୋଲିନା କିଚେନ୍ସର ୫୦ ପ୍ରତିଶତ ଅଂଶଧନ
ଅର୍ଗସ ବ୍ୟୁରୋ:ସେମୋଲିନା କିଚେନ୍ସର ୫୦ ପ୍ରତିଶତ ଅଂଶଧନ କିଣିଲା ଆଦାନୀ ଏଣ୍ଟରପ୍ରାଇଜ୍ରସ ଲିମିଟେଡ୍। ଫଳରେ ଆଦାନୀ ଗ୍ରୁପର ସହାୟକ କମ୍ପାନୀ ଆଦାନୀ ଏୟାରପୋର୍ଟ ହୋଲ୍ଡିଂ ଲିମିଟେଡ
ଲିଜେଣ୍ଡସ୍ ଲିଗ୍
ଶ୍ରୀନଗରର ବକ୍ସି ଷ୍ଟାଡିୟମରେ ସଦର୍ଣ୍ଣ  ସୁପରଷ୍ଟାର ସହ କୋଣାର୍କ ସୂର୍ଯ୍ୟାସ୍ ସହ ଫାଇନାଲ୍ ମୁକାବିଲା
ଅର୍ଗସ ବ୍ୟୁରୋ: ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ୨୦୨୪ । ଶ୍ରୀନଗରର ବକ୍ସି ଷ୍ଟାଡିୟମରେ ଚାଲିଛି ଫାଇନାଲ୍ ମ୍ୟାଚ୍। ଶକ୍ତିଶାଳୀ ସଦର୍ଣ୍ଣ ସୁପରଷ୍ଟାର ସହ ହେଉଛି କୋଣାର୍କ ସୂର୍ଯ୍ୟାସ
ରାଜଧାନୀରେ ଲୁଟ ଅପରେସନ
ଯମତରା ଗ୍ୟାଙ୍ଗ ଷ୍ଟାଇଲରେ ରାଜଧାନୀରେ ଲୁଟ ଅପରେସନ୍, ୬ସାଇବର ଠକଙ୍କୁ ବାନ୍ଧିଲା କମିସନରେଟ୍ ପୋଲିସ
ଅର୍ଗସ ବ୍ୟୁରୋ:ଯମତରା ଗ୍ୟାଙ୍ଗ ଷ୍ଟାଇଲରେ ରାଜଧାନୀରେ ଲୁଟ ଅପରେସନ୍। ଆପାର୍ଟମେଣ୍ଟରେ କଲସେଣ୍ଟର କରି ଲୁଟୁଥିଲେ ସାଇବର ମାଫିଆ। ଫ୍ଲୁଏଣ୍ଟ ଇଂଲିସରେ ଆମେରିକା, ଚୀନ, ଇଂଲଣ୍ଡ ଲୋକଙ୍କ