ବିଷ ବଳୟରେ ରାଜଧାନୀ ଦିଲ୍ଲୀ
by Argus News
Sun, Oct 27 | 7:44 p.m.

ଅର୍ଗସ ବ୍ୟୁରୋ : ବିଷ ବଳୟରେ ରାଜଧାନୀ ଦିଲ୍ଲୀ । ଅଣନିଶ୍ଵାସୀ ରାଜଧାନୀବାସୀ । ଦିଲ୍ଲୀ ଆନନ୍ଦ ବିହାର ସମେତ କିଛି ସ୍ଥାନରେ ଆଜି ଏୟାର କ୍ୱାଲିଟି ଇଣ୍ଡେକ୍ସ ୪ ଶହ ପାର୍‌ କରିଛି । ମୁଣ୍ଡକାରେ ୩୧୪ , ପଞ୍ଜାବୀ ବାଗ୍‌ରେ ୩୦୦, ଆରକେ ପୁରମରେ AIQ 427 ରେକର୍ଡ ହୋଇଛି । ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀକୁ ଚାଲିଯାଇଛି ।  ଦୀପାବଳିକୁ ଆଉ ମାତ୍ର ୪ ଦିନ ବାକି ଥିବାବେଳେ ପ୍ରଦୂଷଣ ମାତ୍ରା ଅତି ସାଂଘାତିକ ସ୍ତର ଛୁଇଁଛି ।

ଅଧିକ ପଢନ୍ତୁ : ପ୍ରଦୂଷଣ ପରେ ଦିଲ୍ଲୀର ବାୟୁ ଗୁଣବତ୍ତା ସାମାନ୍ୟ ଉନ୍ନତ

ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ବୃଦ୍ଧି ଯୋଗୁ ଲୋକମାନେ ଶ୍ବାସ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେପଟେ ଯମୁନା ନଦୀରେ ବିଷାକ୍ତ ଫେଣ ମାତ୍ରା ମଧ୍ୟ ବୃଦ୍ଧି ପାଉଛି । ଆଗକୁ ଛଟ୍ ପୂଜା ଆସୁଥିବାରୁ ଏହି ବିଷାକ୍ତ ପାଣିରେ ଲୋକେ ପର୍ବ ପାଳନ କରିବାକୁ ଯାଉଛନ୍ତି ।
 

BUS
13m ago
ବିଭିନ୍ନ ସମସ୍ୟା ନେଇ ମୋ ବସ କର୍ମଚାରୀ ମାନେ କରିଛନ୍ତି ଆନ୍ଦୋଳନ
ଅର୍ଗସ ବ୍ୟୁରୋ: ସମ୍ବଲପୁର ସହରରେ ମୋ ବସ୍ ଚଳାଚଳ ଠପ୍ । ବିଭିନ୍ନ ସମସ୍ୟା ନେଇ ମୋ ବସ କର୍ମଚାରୀ ମାନେ ଆଜି ବସ ଚଳାଚଳ ବନ୍ଦ କରି ଆନ୍ଦୋଳନ କରିଛନ୍ତି
WOMEN
19m ago
ବେଆଇନ ମଦ ବିକ୍ରି ବନ୍ଦ ପାଇଁ ଏକାଠି ହେଲେ ୬ ଗ୍ରାମର ମହିଳା
ଅର୍ଗସ ବ୍ୟୁରୋ: ମଦ ବିରୋଧରେ ମହିଳାଙ୍କ ମହାମେଳି । ବେଆଇନ ମଦ ବିକ୍ରି ବନ୍ଦ ପାଇଁ ଏକାଠି ହେଲେ ୬ ଗ୍ରାମର ମହିଳା । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ବିଭିନ୍
70ବର୍ଷରୁ
24m ago
70ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କୁ ମିଳିବାକୁ ଯାଉଛି ବଡ଼ ଉପହାର
ଅର୍ଗସ ବ୍ୟୁରୋ: ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟ ଖର୍ଚ୍ଚ ଆଉ ପରିବାର ପାଇଁ ପାଲଟିବନି ବୋଝ। ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରତି ପୂରଣ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ। ଆୟୁଷ୍ମା