ବିଭିନ୍ନ ସମସ୍ୟା ନେଇ ମୋ ବସ କର୍ମଚାରୀ ମାନେ କରିଛନ୍ତି ଆନ୍ଦୋଳନ
by Argus News
Mon, Oct 28 | 1:45 p.m.

ଅର୍ଗସ ବ୍ୟୁରୋ:  ସମ୍ବଲପୁର ସହରରେ ମୋ ବସ୍ ଚଳାଚଳ ଠପ୍  ।  ବିଭିନ୍ନ ସମସ୍ୟା ନେଇ ମୋ ବସ କର୍ମଚାରୀ ମାନେ ଆଜି ବସ ଚଳାଚଳ ବନ୍ଦ କରି ଆନ୍ଦୋଳନ କରିଛନ୍ତି । ଅଇଁଠାପାଲି ବସ ଟର୍ମିନାଲରେ ମୋ ବସରେ କାର୍ଯ୍ୟରତ ଟିକେଟ୍ କଲେକ୍ଟର ବା ଗାଇଡ୍ କର୍ମଚାରୀ ମାନେ  ବିଭିନ୍ନ ସମସ୍ୟା ନେଇ କାର୍ଯ୍ୟ ବନ୍ଦ କରିଛନ୍ତି ।  ବିଭିନ୍ନ ସମୟରେ ଅକାରଣେ ଫାଇନ ଆଦାୟକୁ ବିରୋଧ କରିବା ସହ ମୋ ବସ୍ ପରିଚାଳନା ଦାୟିତ୍ଵରେ ଥିବା ଡିଏମ୍‌ଙ୍କ ମନମୁଖୀ କାର୍ଯ୍ୟକୁ ପ୍ରତିବାଦ କରିଛନ୍ତି । ତେବେ ସମସ୍ୟା ସମାଧାନ ନହେବା ଯାଏ ମୋ ବସ‌୍ କର୍ମଚାରୀ କାର୍ଯ୍ୟରେ ଯୋଗ ଦେବେ ନାହି ବୋଲି କହିଛନ୍ତି l

ଅଧିକ ପଢ଼ନ୍ତୁ ଓଡିଶା ଖବର: 

DIWALI
now
ଦୀପାବଳୀ ପାଇଁ କମିଶନରେଟ ପୋଲିସର ଗାଇଡଲାଇନ୍
ଭୁବନେଶ୍ୱର: ଦୀପାବଳୀ ପାଇଁ କମିଶନରେଟ ପୋଲିସର ଗାଇଡଲାଇନ । 300 କିଲୋରୁ ଅଧିକ ବାଣ ସାମଗ୍ରୀ ରଖିପାରିବେନି ଦୋକାନୀ । ଦୋକାନମାନଙ୍କ ମଝିରେ ଅତିକମରେ 3 ମିଟର ଦୂରତା ରହିବ । ଦୋକାନ ଆଗର
ACCIDENT
38m ago
ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗଛରେ ପିଟିହେଲା କାର୍
ନବରଙ୍ଗପୁର: ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗଛରେ ପିଟିହେଲା କାର, ଶିକ୍ଷୟତ୍ରୀଙ୍କ କଟିଗଲା ହାତ । ଏଭଳି ଘଟଣା ଘଟିଛି ରାଇଘର ବ୍ଲକ ଯୋଡ଼େଙ୍ଗାରେ । ହାତ କଟିଥିବା ମହିଳା ମିନ
ଗଜପତି
47m ago
ଗଜପତି ଢେପାଗୁଡ଼ାରେ ବାଘ ଆତଙ୍କ
ଅର୍ଗସ ବ୍ୟୁରୋ: ଗଜପତି ଜିଲ୍ଲା ଚନ୍ଦ୍ରଗିରି ବନାଞ୍ଚଳ ଢେପାଗୁଡା କୃଷ୍ଣପୁର ଗାଁରେ ବାଘ ଆତଙ୍କ। ଗାଁ ନିକଟସ୍ଥ ଜଙ୍ଗଲରେ ଗୋଟିଏ ଗାଈକୁ ମାରି ଖାଇଥିବା ଜଣାପଡିଛି। ଆଜି ସକାଳେ ଗାଁର କିଛି ଲୋ