ଦେହରେ ଟେପ୍‌ ଲଗାଇ ଗଞ୍ଜେଇ ଚାଲାଣ,  4 ଅଭିଯୁକ୍ତ ଗିରଫ
by Argus News
Tue, Apr 09 | 1:09 p.m.

ମାଲକାନଗିରି: ମାଲକାନଗିରି ଜିଲ୍ଲା ଓର୍କେଲ ପୋଲିସକୁ ମିଳିଛି ସଫଳତା । ଦେହରେ ଟେପ ଲଗାଇ ମହାରାଷ୍ଟ୍ର ଗଞ୍ଜେଇ ଚାଲାଣ ହେଉଥିବା ବେଳେ 4 ଅଭିଯୁକ୍ତ କୁ ଧରିଛି ପୋଲିସ । ସୂଚନା ମୁତାବକ ବାଲିମେଳା ନିକଟସ୍ଥ mv 37 ଗାଁ ନିକଟରେ ଅଭିଯୁକ୍ତ ମାନେ ସନ୍ଦେହ ଜଣକ ଅବସ୍ଥାରେ ରାସ୍ତା କଡରେ ଛିଡା ହୋଇ ଗାଡି କୁ ଅପେକ୍ଷା କରିଥିଲେ ।

ପାଟ୍ରୋଲିଂ ଗାଡି ଯିବା ସମୟରେ ପୋଲିସ ଗାଡି କୁ ଦେଖି ସେମାନେ ଦୌଡ଼ିବାକୁ ପ୍ରୟାସ କରିବା ସମୟରେ 4 ଅଭିଯୁକ୍ତଙ୍କୁ କାବୁ କରିଛି ପୋଲିସ । ତଦନ୍ତ ପରେ ଅଭିଯୁକ୍ତମାନେ ସମସ୍ତେ ମହାରାଷ୍ଟ୍ର ରାଜ୍ୟର ହୋଇଥିବା ଜଣାପଡ଼ିଥିବା ବେଳେ ମାଲକାନଗିରି ଚିତ୍ରକୋଣ୍ଡା ରୁ ଗଞ୍ଜେଇ ନେଇ ମହାରାଷ୍ଟ୍ର ଯାଉଥିବା ପୋଲିସ ସୂଚନା ଦେଇଛି । 

ଅଧିକ ପଢନ୍ତୁ  ଓଡ଼ିଶା ଖବର 

HOROSCOPE
41m ago
ଏହି 4 ରାଶି ପାଇଁ ଆଜି ଧନ ବର୍ଷା...
ଅର୍ଗସ ବ୍ୟୁରୋ: ଆଜି ଆପଣ ରାଶି କେମିତି କଟିବ । କଣ ରହିଛି ଆପଣଙ୍କ ଭାଗ୍ୟ ଭବିଷ୍ୟତ । ପଢନ୍ତୁ... ମେଷ- ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତାରେ ରହିବେ । ପରିବାର ସହ ସମୟ ବିତାଇବା ପାଇ
ମାଫିଆ
47m ago
'ଓଡ଼ିଶାରେ ସବୁ କ୍ଷେତ୍ରକୁ କବଜା କରିରଖିଛି ଜଣେ ମାଫିଆ'
ଅର୍ଗସ ବ୍ୟୁରୋ: ଓଡ଼ିଶାର 25 ବର୍ଷ ବରବାଦ କରିଛି ବିଜେଡି। ପିଏମ୍ କହିଛନ୍ତି, ଆଦିବାସୀଙ୍କ ଭୂମି ଅଧିକାର ସହ ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ଉଦ୍ଦିଷ୍ଟ ପେଷା ଆଇନ ଲାଗୁ କରିପାରିଲ
TREE CUTTING
ବିକାଶ ପ୍ରକ୍ରିୟା ନାଁରେ ବିନାଶ ହେଉଛି ପ୍ରକୃତି
ନୟାଗଡ: ବିକାଶ ପ୍ରକ୍ରିୟା ନାଁରେ ବିନାଶ ହେଉଛି ପ୍ରକୃତି । 45 ଡିଗ୍ରୀ ଅସହ୍ୟ ତାତିରେ ଏବେ ଜଳୁଛି ଜନ ଜୀବନ । ହେଲେ ଅମୃତରୂପୀ ଅମ୍ଳଜାନ ଯୋଗାଉଥିବା ନିର୍ଜୀବ ଗଛ ମାନଙ୍କୁ ନିଷ୍ଠୁର ଭଳ