ଲୁଟ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି
by Argus News
Wed, Dec 06 | 1:59 p.m.

ଭୁବନେଶ୍ୱର: ଲୁଟ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି। କେମିତି ହେଉଛି ଚୋରି, ଲୋକଙ୍କୁ ଚୋରିର ତରିକା ଉପରେ ସଚେତନ କରିବ ପୋଲିସ । ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ ସଚେତନ କରିବେ ପୋଲିସ ଅଧିକାରୀ। ଥାନା ୱାରି ଆଇ ଆଇ ସିଙ୍କୁ ଟାସ୍କ ଦେଲେ ଡିସିପି ସେପଟେ ଅପରାଧିଙ୍କୁ ଧରିବା ପାଇଁ ନୂଆ ଟେକ୍ନୋଲୋଜି ଆଣିଲା କମିଶନରେଟ ପୋଲିସ।

ଫୋରେନସିକ ଟିମ୍ ପାଖରେ ନୂତନ ଜ୍ଞାନ୍ କୌଶଳ ର ଫିଙ୍ଗର ପ୍ରୀଣ୍ଟ  ସ୍କାନର । ଏହାଦ୍ବାରା ଅପରାଧୀଙ୍କ ଫିଙ୍ଗର ପ୍ରୀଣ୍ଟ ଯାଞ୍ଚ କରି ସେମାନଙ୍କ ଟ୍ରlକ୍ ରେକର୍ଡ ବାହାର କରି ପାରିବ ପୋଲିସ। କମିଶନରେଟ ପୋଲିସର କ୍ରାଇମ ମିଟିଙ୍ଗରେ ଏହା ନେଇ ସମସ୍ତ ଥାନା ଅଧିକାରୀ ଓ ଏସିପି ଙ୍କ ସହ ଆଲୋଚନା କରିଛନ୍ତି ଭୁବନେଶ୍ୱର ଡିସିପି । ସେହିପରି ନୂଆ ବର୍ଷ ପୂର୍ବରୁ ପୋଲିସ କରିବ ସ୍ଵତନ୍ତ୍ର ଡ୍ରାଇଭ। ବାହାର ରାଜ୍ୟ ଲୁଟେରାଙ୍କ ଉପରେ ପୋଲିସର ରହିବ କଡା ନଜର। ହୋଟେଲ ଉପରେ ହେବ କଡା ଚେକିଂ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର
SAMEER
ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ
ଅର୍ଗସ ବ୍ୟୁରୋ: ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ। ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯନଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ। ଏକ ଡ୍ରଗ୍ସ ଡିଲ୍ ମାମଲାରେ 2021