ବଜେଟ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
by Argus News
Mon, Jul 22 | 11:24 a.m.

ଅର୍ଗସ ବ୍ୟୁରୋ: ବଜେଟ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । ଦଳ ପାଇଁ ନୁହେଁ ଦେଶ ପାଇଁ ଲଢିବା । ସାରା ବିଶ୍ବରେ ସବୁଠୁ ଦ୍ରୁତ ଗତିରେ ବିକାଶ ଭାରତର ହୋଇଛି । 60 ବର୍ଷରେ ଲଗାତାର କୌଣସି ଦଳ ତୃତୀୟ ଥର କ୍ଷମତାକୁ ଆସିଛି ।  ଦେଶ ଏବେ ମହତ୍ତ୍ବପୂର୍ଣ୍ଣ ସ୍ଥିତିରେ ରହିଛି । ଆଗାମୀ ସାଢେ 4 ବର୍ଷ ଦେଶ ପାଇଁ ଏକାଠି ହେବା । ଏଥର ବଜେଟ ଆମର 5 ବର୍ଷର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବ । 

 

ଦେଶବାସୀଙ୍କୁ ଯାହା ଗ୍ୟାରେଣ୍ଟି ଦିଆଯାଇଛି ତାହା ପୂରଣ ହୋଇଛି । 2014 ପରେ ବହୁତ ସାଂସଦଙ୍କୁ ତାଙ୍କ କ୍ଷେତ୍ର ବିଷୟରେ କହିବାର ସୁଯୋଗ ମିଳିନାହିଁ । ନବ ନିର୍ବାଚିତ ସାଂସଦଙ୍କୁ ତାଙ୍କ ମତ ରଖିବାର ସୁଯୋଗ ଦିଆଯିବା ଦରକାର । ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାକୁ ଆମେ ସକାରାତ୍ମକ ମନୋଭାବ ରଖିବା । .
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା