ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଲେ ପ୍ରଧାନମନ୍ତ୍ରୀ
by Argus News
Tue, Jul 02 | 4:53 p.m.

ଅର୍ଗସ ବ୍ୟୁରୋ : ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ । ରାଷ୍ଟ୍ରପତିଙ୍କ ଅଭିଭାଷଣର ଉତ୍ତର ରଖିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ କହିଛନ୍ତି, "ରାଷ୍ଟ୍ରପତି ଆମ ସମସ୍ତଙ୍କୁ ମାର୍ଗଦର୍ଶନ ଦେଇଛନ୍ତି । ରାଷ୍ଟ୍ରପତି ସଂସଦର ଗାରିମା ବୃଦ୍ଧି କରିଛନ୍ତି । ଗୃହରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି । ଦେଶରେ ଏକ ସଫଳ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଦେଶରେ ଜନତା ଆମକୁ ପୁଣିଥରେ ସୁଯୋଗ ଦେଇଛନ୍ତି । ଦଶର ୨୫ କୋଟି ଜନତା ଗରିବୀରୁ ମୁକ୍ତି ପାଇଛନ୍ତି । " ଜନତା ତୃତୀୟ ଥର ପାଇଁ ମୋଦି ସରକାର ବାଛିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋଦି ।

ଅଧିକ ପଢନ୍ତୁ : ଆଜି ଲୋକସଭାରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସେହିପରି ବିରୋଧୀ ଦଳଙ୍କ ଉପରେ ଖୁବ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, କିଛି ଲୋକଙ୍କ ପୀଡା ମୁଁ ବୁଝି ପାରୁଛି । ସେମାନଙ୍କର ପରାଜୟର ପୀଡା ମୁଁ ବୁଝିପାରୁଛି । ଦୁର୍ନୀତି ପ୍ରତି 'ଶୂନ୍ୟ ସହ୍ୟ' ନୀତି ରହିବ ବୋଲି ପ୍ରଥମରୁ କହିଥିଲି । "
ତେବେ ବିରୋଧୀଙ୍କ ଜୋରଦାର ହଙ୍ଗାମା ପରେ ବିରୋଧୀଙ୍କୁ ତାଗିଦ କରିଛନ୍ତି ବାଚସ୍ପତି । ବିରୋଧୀଙ୍କୁ ଗୃହର ମଧ୍ୟ ଭାଗକୁ ଆସିବାକୁ ଉସୁକାଇବା ନେଇ ତାଗିଦ କରିଛନ୍ତି ବାଚସ୍ପତି । ଏହା ବିରୋଧୀ ଦଳ ନେତାଙ୍କ ମର୍ଯ୍ୟାଦାକୁ ଶୋଭା ପାଉନି ବୋଲି କହିଛନ୍ତି ବାଚସ୍ପତି । 
 

ANGANWADI
now
ଘର କାନ୍ଥରୁ ଝରୁଛି ବର୍ଷାପାଣି, ଛାତରୁ ଖସୁଛି ସିମେଣ୍ଟ ଖଣ୍ଡ
ଅର୍ଗସ ବ୍ୟୁରୋ: ମରାମତି ନାମରେ ଚଳୁ ହେଉଛି ଲକ୍ଷ ଲକ୍ଷ ଟଙ୍କା ହେଲେ ସୁଧୁରି ପାରୁନି ଅଙ୍ଗନବାଡି କେନ୍ଦ୍ର ର ସ୍ଥିତି । ଏବେ ବିପଦସଂକୁଳ ଅବସ୍ଥାରେ ଏହି ଅଙ୍ଗନବାଡି କେନ୍ଦ୍ରରେ ପା
ବ୍ରୋଞ୍ଜ ମେଡାଲ
9m ago
ଚେସ ବିଶ୍ବକପରେ ବ୍ରୋଞ୍ଜ ମେଡାଲ ଜିତିଲେ ଓଡ଼ିଆ ପୁଅ ସାତ୍ତ୍ଵିକ
ଭୁବନେଶ୍ବର : ଚେସ ବିଶ୍ବକପରେ ବ୍ରୋଞ୍ଜ ମେଡାଲ ଜିତିଲେ ଓଡ଼ିଆ ପୁଅ ସାତ୍ତ୍ଵିକ ସ୍ବାଇଁ। ଜର୍ଜିଆରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ଅଣ୍ଡର 8, ଅଣ୍ଡର 10 ଓ ଅଣ୍ଡର 12 ଫିଡେ ଚେ
DANGER
14m ago
ବିପଦ ସଙ୍କୁଳ କୋଠରୀରେ ଚାଲିଛି ଶିକ୍ଷାଦାନ
ଅର୍ଗସ ବ୍ୟୁରୋ: ବଡ଼ଗାଁ ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟ କହିଲେ ନସରେ । ବ୍ରିଟିଶ ଅମଳର ଏ ବିଦ୍ୟାଳୟ ଆଜି ଜରାଜୀର୍ଣ୍ଣ ଅବସ୍ଥାରେ। 1889 ମସିହାରେ ଆଦିବାସୀ ଅଧ୍ୟୁଷିତ ବଡ଼ଗା