ଦେଶର ବିକାଶ ଯାତ୍ରାରେ ନାରୀ ଶକ୍ତିଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
by Argus News
Sun, Feb 25 | 2:32 p.m.

ଅର୍ଗସ ବ୍ୟୁରୋ: ଦେଶର ବିକାଶ ଯାତ୍ରାରେ ନାରୀ ଶକ୍ତିଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା । ବର୍ଷର ଦ୍ବିତୀୟ ମନ କି ବାତରେ ମହିଳାଙ୍କ ବିକାଶ ଉପରେ ଗୁରୁତ୍ବାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ ।  ମନ କି ବାତ୍ କାର୍ଯ୍ୟକ୍ରମର 110 ତମ ସଂସ୍କରଣରେ କଳାହାଣ୍ଡି ଜିଲ୍ଲାର ଛେଳି ଚାଷୀ ଜୟନ୍ତୀ ମହାପାତ୍ରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ପିଏମ । 

ଏଗ୍ରି ଗୋଟ୍ ବ୍ୟାଙ୍କ ଜରିଆରେ ଜୟନ୍ତୀ ମହାପାତ୍ର ଓ ବିରେନ୍ଦ୍ର ସାହୁ ଯୁବ ସମାଜକୁ ପ୍ରେରଣା ଯୋଗାଉଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ କୃଷି କ୍ଷେତ୍ରରେ ଡ୍ରୋନ ଜରିଆରେ ଔଷଧ ସିଞ୍ଚନ କରୁଥିବା ମହିଳାଙ୍କ ସହ ଫୋନ ଜରିଆରେ ଆଲୋଚନା କରିଥିଲେ ପିଏମ ମୋଦି । ତାଙ୍କୁ ମନେପକାଇଥିବାରୁ ପିଏମ ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି ଜୟନ୍ତୀ । 

ଆଜି ମନ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି

LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର
SAMEER
ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ
ଅର୍ଗସ ବ୍ୟୁରୋ: ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ। ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯନଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ। ଏକ ଡ୍ରଗ୍ସ ଡିଲ୍ ମାମଲାରେ 2021