ଗାଁକୁ ଡ୍ରେନେଜ ଏବଂ ରାସ୍ତା ପାଇଁ ରାଜ ରାସ୍ତାରେ ପ୍ରତିବାଦ
by Argus News
Thu, Apr 25 | 1:06 p.m.

ଅର୍ଗସ ବ୍ୟୁରୋ: ଗାଁକୁ ଡ୍ରେନେଜ ଏବଂ ରାସ୍ତା ପାଇଁ ରାଜ ରାସ୍ତାରେ ନିଆରା ପ୍ରତିବାଦ । ୨୫ ବର୍ଷ ସ୍ଥାୟୀ ଶାସନ ବନାମ ମିଛ ପ୍ରତାରଣା କେବଳ ହୋଡ଼ିଙ୍ଗ ବ୍ୟାନରେ ସୀମିତ । ରାୟଗଡା ଜିଲ୍ଲା ପେଣ୍ଟl ପଞ୍ଚlୟତ ଜିଞ୍ଜଲି ବାଡ଼ି ଅଞ୍ଚଳ । ଅନେକଥର ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ନେତାମନ୍ତ୍ରୀଙ୍କୁ ଲିଖିତ ସୂଚନା ଦେବା ପରେ ମଧ୍ୟ ଫଳ ସୁନ, ଶେଷରେ ଗାଁର ମହିଳା ଏବଂ ଯୁବକ ମାନେ ମିଳିତ ହୋଇ ଏପରି ପନ୍ଥା ଅପଣେଇଛନ୍ତି  । ରାଜ ରାସ୍ତା ଅବରୋଧ ନକରି ଯିବା ଆସିବା ଗାଡି ଚାଳକଙ୍କୁ ଅଟକାଇବା ସହିତ ହାତରେ ଫ୍ଲାଗ କାର୍ଡ ଏବଂ ଥାଳି ଥରି ଭିକ୍ଷା ମାଗି ନିଆରା ପ୍ରତିବାଦ କରୁଛନ୍ତି । ଏବଂ ରାଜ୍ୟ ସରକାରଙ୍କ  ବିନା ସହଯୋଗରେ ଭିକ୍ଷା ମାଗି ରାସ୍ତା ନିର୍ମାଣ ପାଇଁ ଏହି ପ୍ରତିବାଦ ମାଧ୍ୟମରେ ସୁଚାଇଉଛନ୍ତି ଅଞ୍ଚଳବାସୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

24 ELECTION
9m ago
ଆସନ୍ତା ସୋମବାର ଦିନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ
ଅର୍ଗସ ବ୍ୟୁରୋ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ । ଆସନ୍ତା ସୋମବାର ଦିନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ୫ଟି ସଂସଦୀୟ କ୍ଷେତ୍ରର ୩୫ଟି ନିର୍ବାଚନ ମଣ୍ଡଳୀର
ARVIND KEJRIWAL
14m ago
ଆପ୍ ସାଂସଦ ସ୍ବାତୀ ମାଲିଓ୍ବାଲ ଦୁର୍ବ୍ୟବହାର ମାମଲାରେ କାର୍ଯ୍ୟାନୁଷ୍ଠାନ
ଅର୍ଗସ ବ୍ୟୁରୋ : ଆପ୍ ସାଂସଦ ସ୍ବାତୀ ମାଲିଓ୍ବାଲ ଦୁର୍ବ୍ୟବହାର ମାମଲାରେ କାର୍ଯ୍ୟାନୁଷ୍ଠାନ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ଗିର
UPI
57m ago
UPI ୱାଲେଟକୁ ଆକ୍ଟିଭେଟ କିପରି କରିବେ ?
ଅର୍ଗସ ବ୍ୟୁରୋ: ପେଟିଏମ୍ ୟୁପିଆଇ ଲାଇଟ୍ ବ୍ୟବହାର କରିଛନ୍ତି ? ଏହା ହେଉଛି ଏକ ଅନ ଡିଭାଇସ ୱାଲେଟ। ଏଥିରେ ଗ୍ରାହକ ମାନେ ସହଜରେ ଟଙ୍କା ଜମା କରିବା ସହ ନେଣଦେଣ ମଧ୍ୟ କରିପାରିବେ । ଏଥିର