ବର୍ଷା ଧୋଇନେଲା ଭାରତ-ସାଉଥଆଫ୍ରିକା ପ୍ରଥମ ଟି-୨୦
by Argus News
Mon, Dec 11 | 11:09 a.m.

ଅର୍ଗସ ବ୍ୟୁରୋ: ରବିବାର ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟ୍ବେଣ୍ଟି-୨୦କୁ ବର୍ଷା ଧୋଇନେଇଛି। ଗୋଟିଏ ହେଲେ ବଲ୍‌ ପଡ଼ିପାରିନି। ମ୍ୟାଚ୍‌ ଭାରତୀୟ ସମୟ ରାତି ୭ଟା ୩୦ରେ ଆରମ୍ଭ ହେବାକୁ ଥିଲା। 

ଗମ୍ଭୀରଙ୍କୁ କଟାକ୍ଷ ପରେ ଶ୍ରୀଶାନ୍ତଙ୍କୁ ନୋଟିସ

ବର୍ଷା ଲାଗି ରହିବାରୁ ଟସ୍‌ ପଡ଼ିବା ମଧ୍ୟ ସମ୍ଭବ ହୋଇ ନଥିଲା। ପରବର୍ତ୍ତୀ ଦୁଇ ଟ୍ବେଣ୍ଟି-୨୦ ଯଥାକ୍ରମେ ମଙ୍ଗଳବାର (କ୍ବେବରା) ଓ ଗୁରୁବ‌ାର (ଜୋହାନ୍ସବର୍ଗ)ରେ ଖେଳାଯିବ।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ