ମୋବାଇଲରେ ମଧ୍ୟ ଦେଖିପାରିବେ ପ୍ରାଣ ପ୍ରତିଷ୍ଠାର  ସିଧା ପ୍ରସାରଣ 
by Argus News
Mon, Jan 22 | 10:17 a.m.

ନୂଆଦିଲ୍ଲୀ: ଆଜି ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା।  ଅଯୋଧ୍ୟାରେ ବିରାଜମାନ କରିବେ  ପ୍ରଭୁ ରାମ। ଆଉ ମାତ୍ର କିଛି ମୁହୂର୍ତ୍ତର ଅପେକ୍ଷା ।   ଅଯୋଧ୍ୟାରେ ପହଞ୍ଚିବାରେ ଲାଗିଛନ୍ତି  ମାନ୍ୟଗନ୍ୟ ବ୍ୟକ୍ତି, ଶ୍ରଦ୍ଧାଳୁ ଏବଂ  ସାଧାରଣ ଲୋକଙ୍କ ସୁଅ।    ଆଜିର ଦିନକୁ  ସାରା ଦେଶରେ  କେନ୍ଦ୍ର ସରକାର ହାଫ ଡେ  ଛୁଟି ଘୋଷଣା କରିଛନ୍ତି।  ତେବେ  ଆପଣ ଘରେ ରହି ମଧ୍ୟ ପ୍ରାଣ ପ୍ରତିଷ୍ଠାର ଲାଇଭ୍‌ ଦେଖିପାରିବେ।  

ପ୍ରାଣ ପ୍ରତିଷ୍ଠାର  ସିଧା ପ୍ରଶାରଣ  ଦୁରଦର୍ଶନର ସମସ୍ତ ଚ୍ୟାନେଲରେ ପ୍ରଶାରଣ ହେବ।  ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୟୁ-ଟ୍ୟୁବ ଚ୍ୟାନେଲରେ ମଧ୍ୟ Live Stream କରାଯିବ। ଏହାସହିତ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ପକ୍ଷରୁ ବି ସୋଶାଲ ମିଡିଆ ସହିତ ବିଭିନ୍ନ ଅଧିକାରୀଙ୍କ ଦ୍ୱାରା ଲାଇଭ ଷ୍ଟ୍ରିମିଂ କରାଯିବ।  ଆପଣ ମଧ୍ୟ ନିଜ ମୋବାଇଲରେ ଲାଇଭ୍‌ ଷ୍ଟ୍ରୀମିଙ୍ଗ କରିପାରିବେ।  ଏହି  ଐତିହାସିକ କାର୍ଯ୍ୟକ୍ରମର Live Streamକୁ ଦେଶବାସୀ ନିଜ ମୋବାଇଲ, ଲାବଟପପ୍‌, ଟିଭିରେ ବି ଦେଖି ପାରିବେ। 

ଅଧିକ ପଢନ୍ତୁ ରାମକଥା ଖବର 

IRAN PRESIDENT
16m ago
ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ
ଅର୍ଗସ ବ୍ୟୁରୋ: ପରଲୋକରେ ଇରାନ ରାଷ୍ଟ୍ରପତି । ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁ ହୋଇଥିବା ସୂଚନା। ତାଙ୍କ ସହ ବୈଦେଶିକ ମନ୍ତ୍ରୀ ମଧ୍
MODI
46m ago
ମୋଦିଙ୍କ ରୋଡ଼ ସୋ' : ସାମିଲ ହେଲେ ହଜାର ହଜାର ଲୋକେ
ଅର୍ଗସ ବ୍ୟୁରୋ : ଚାଲିଛି ମୋଦିଙ୍କ ରୋଡ଼ ସୋ' । ଶ୍ରୀଜଉଙ୍କ ଦର୍ଶନ ପରେ ବଡ଼ଦାଣ୍ଡରୁ ଆରମ୍ଭ କରିଛନ୍ତି ରୋଡ ସୋ' । ଏହି ରୋଡ଼ ସୋ'ରେ ଦେଖିବାକୁ ମିଳୁଛି ଲୋକଙ୍କ
MODI
ପୁରୀ ବଡ଼ଦାଣ୍ଡରେ ମୋଦି, ଆରମ୍ଭ ହେଲା ରୋଡ଼ ସୋ'
ଅର୍ଗସ ବ୍ୟୁରୋ : ମହାପ୍ରଭୁଙ୍କ ଦର୍ଶନପରେ ରୋଡ଼ ସୋ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି । ଆଜି ସକାଳୁ ସକାଳୁ ସକାଳୁ ଭୁବନେଶ୍ବର ରାଜଭବନରୁ ବାହାରି ପୁରୀ ପହଞ୍ଚିଥିଲେ ମୋଦି । ପୁରୀରେ ପହଞ୍ଚ