ସଫ୍ଟ ଏନକ୍ଲୋଜରରୁ ମୁକ୍ତ ହେଲା ବାଘୁଣୀ 'ଜୀନ୍ନତ'
by Argus News
Mon, Nov 25 | 3:04 p.m.

ମୟୂରଭଞ୍ଜ: ସଫ୍ଟ ଏନକ୍ଲୋଜରରୁ ମୁକ୍ତ ହେଲା ବାଘୁଣୀ 'ଜୀନ୍ନତ' । ମହାରାଷ୍ଟ୍ରରୁ ଶିମିଳିପାଳକୁ ଆସିଥିବା ଦ୍ବିତୀୟ ବାଘୁଣୀ ଜିନ୍ନତ୍ ଗତକାଲି ସନ୍ଧ୍ୟାରେ ଫାଟକ ଖୋଲାଯାଇଥିବାବେଳେ ରାତି 9.30 ମିନିଟ୍ ସମୟରେ ବାହାରକୁ ଯାଇଥିଲା । ଶିମିଳିପାଳ ଉତ୍ତର ଜୋନ ଅଞ୍ଚଳରେ ଏବେ ମୁକ୍ତ ଭାବରେ ରହିବ ବାଘୁଣୀ । ବିଭାଗ ପକ୍ଷରୁ ବାଘକୁ 24 ଘଣ୍ଟା ମନିଟରିଂ ପାଇଁ ୩ଟି ଟିମ୍ ଗଠନ କରାଯାଇଛି । ଏବେ ଜମୁନା ଓ ଜିନ୍ନତ୍ ୨ ବାଘୁଣୀ ମୁକ୍ତ ଭାବରେ ଶିମିଳିପାଳରେ ବିଚରଣ କରୁଥିବା ନେଇ ଶିମିଳିପାଳ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି ।
 

ରଶ୍ମିକା
11m ago
ନିଜ ପ୍ରେମିକ ବିଷୟରେ ଏମିତି କହିଲେ ରଶ୍ମିକା, ଦର୍ଶକ ମାରିଲେ ହ୍ବିସିଲ୍
ଅର୍ଗସ ବ୍ୟୁରୋ : ଷ୍ଟେଜରେ ସମସ୍ତଙ୍କ ସାମ୍ନାରେ ନିଜ ପ୍ରେମ ବିଷୟରେ କହିଲେ ରଶ୍ମିକା ମାନ୍ଦାନା । ଯାହାକୁ ଶୁଣିବା ପରେ ଦର୍ଶକଙ୍କ ହୋହାଲ୍ଲା ଶୁଣିବାକୁ ମିଳିଥିଲା । ରଶ୍ମିକା ନିଜ
ACCIDENT
22m ago
ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ
ବ୍ରହ୍ମପୁର: ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କ ଗାଡି ଦୂର୍ଘଟଣାଗ୍ରସ୍ତ । ଖଲ୍ଲିକୋଟରୁ ଭୁବନେଶ୍ୱର ଯାଉଥିବାବେଳେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ବଡପୋଖରି
ଗଭୀର ଅବପାତ
ଆସନ୍ତା 24 ଘଣ୍ଟାରେ ଗଭୀର ଅବପାତର ନେବ ରୂପ
ଭୁବନେଶ୍ୱର: ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସଦୃଶ ଲଘୁଚାପ । ଉତ୍ତର ପଶ୍ଚିମ ଦିଗରେ ଗତିକରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତର ରୂପ ନେବ । ଏଥିସହ ଅଧିକ ଘନୀଭୂତ ହୋଇ ତାମିଲନାଡ
ନୌସେନା
ନୌସେନାର ଦିବସରେ ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ନୌସେନା
ଅର୍ଗସ ବ୍ୟୁରୋ: ଓଡ଼ିଶାର ନୌବାଣିଜ୍ୟ ପରମ୍ପରାର ରହିଛି ଗୌରବମୟ ଐତିହ୍ୟ । ଭାରତର ନୌଯାତ୍ରାରେ ଓଡିଶା ଅଗ୍ରଣୀ ଭୂମିକା ନେଇଥିଲା । ଆଉ ଏହି ପରମ୍ପରାକୁ ଆଗକୁ ବଢାଇଛି ଭାରତୀୟ ନୌସେନା। ବିଶ୍ବ
ପ୍ରଧାନମନ୍ତ୍ରୀ
ଡିଜି କନଫ୍ରେନ୍ସ ରେ ଯୋଗ ଦେଇ 3 ଦିନ ଓଡିଶାରେ  ରହିବେ ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ: ଡିଜି କନଫ୍ରେନ୍ସ ରେ ଯୋଗ ଦେଇ 3 ଦିନ ଓଡିଶାରେ ରହିବେ ପ୍ରଧାନମନ୍ତ୍ରୀ । 29ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ. 29, 30 ଏବଂ ଡିସେମ୍ବର 1 ରେ ଓଡିଶାରେ ହେବାକ