ରତିକାନ୍ତ ସ୍ମାରକୀ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
by Argus News
Sun, Dec 03 | 6:44 p.m.

ଅର୍ଗସ ବ୍ୟୁରୋ: ଉଦଳା ହାଇସ୍କୁଲ ପଡ଼ିଆରେ ରତିକାନ୍ତ ସ୍ମାରକୀ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ପ୍ରଥମ ଦିବସରେ ବାରିପଦା ଡିଆରକେ କ୍ଲବ ଓ ୟୁ ଆଣ୍ଡ ମି ବାଲେଶ୍ଵର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ ଜିଣି ୟୁ ଆଣ୍ଡ ମି ଦଳ ବୋଲିଂ ନିଷ୍ପତ୍ତି ନେଇଥିଲେ । ବ୍ୟାଟିଂ କରି ଡିଆରକେ ଦଳ ସମସ୍ତ ଉଇକେଟ ହରାଇ ୧୬୨ ରନ  ସଂଗ୍ରହ କରିଥିଲେ । ଜବାବରେ ୟୁ ଆଣ୍ଡ ମି ଦଳ ୧୬୩ ରନ ଲକ୍ଷ୍ୟ ନେଇ ବ୍ୟାଟିଂ କରି ସମସ୍ତ ଉଇକେଟ ହରାଇ ୧୫୯ରନ କରିବାରେ ସକ୍ଷମ ହୋଇ ୩ରନରେ ପରାଜିତ ହୋଇଥିଲା । ଡି ଆର କେ ପକ୍ଷରୁ ସତ୍ୟ ନାରାୟଣ ଜୀଉ ୨୮ ରନ , ପ୍ରୀତିପଲ ସିଂ ୨୪ ରନ କରିଥିବା ବେଳେ ଏସକେ ୩ଟି ଓ ନୌତମ ଭଞ୍ଜ ୨ଟି ଉଇକେଟ ଅକ୍ତିଆର କରିଥିଲେ। 

ସେହିପରି ୟୁ ଆଣ୍ଡ ମି ଦଳ ପକ୍ଷରୁ ରାଜୀବ ଲୋଚନ ୪୩ ଏବଂ ନୌତମ ଭଞ୍ଜ ୩୨ ରନ ସଂଗ୍ରହ କରିଥିବା ବେଳେ ଡି ଆର କେ ଦଳ ର ୩୩ ରନ ଦେଇ ୩ଉଇକେଟ ନେଇ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ