ଲେଜର ସ୍କାନିଂ ତ ହେବ ଗଣତିକୁ ଡର କାହିଁକି ?
by Argus News
Mon, Nov 27 | 3:01 p.m.

ପୁରୀ:  ଆସନ୍ତାକାଲି ହେବ ରତ୍ନଭଣ୍ଡାରର ଲେଜର୍ ସ୍କାନିଂ । ରତ୍ନଭଣ୍ଡାରର ସ୍ଥିତିକୁ ଏଏସଆଇ ଦେବ ଫାଇନାଲ୍ ରିପୋର୍ଟ । ତେବେ ଲେଜର ସ୍କାନିଂ ପରେ ଏଏସଆଇ ଦେଇଥିବା ଫାଇନାଲ ରିପୋର୍ଟକୁ ବୈଷୟିକ ଟିମ୍ ସମୀକ୍ଷା କରିବେ । ରିପୋର୍ଟ ଆସିବା ପରେ ରତ୍ନଭଣ୍ଡାର ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । 

ପୁଣି ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ ଉଠାଇଲେ କେନ୍ଦ୍ରମନ୍ତ୍ରୀ

ତେବେ ସବୁଠୁ ବଡ଼ କଥା ହେଉଛି, ଲେଜର ସ୍କାନିଂ ତ ହେବ ହେଲେ ଗଣତିକୁ କାହିଁକି ଡର । କାହିଁକି ଏ ପର୍ଯ୍ୟନ୍ତ ରତ୍ନ ଗଣତି କଥା ଉଠାଉ ନାହାନ୍ତି ରାଜ୍ୟ ସରକାର । ରତ୍ନ ଭଣ୍ଡାରରୁ ଦୁର୍ନୀତି କରି ରତ୍ନ ସବୁ ଚୋରି କରି କ୍ଷମତାସୀନ ସରକାର ବିକ୍ରି କରିଦେଇଥିବାର ପୂର୍ବରୁ ଅଭିଯୋଗ ଆଣିଛନ୍ତି ବିରୋଧୀ । ଏହାର ସିଧା ଉତ୍ତର ନଦେଇ ସର୍ବଦା ପ୍ରସଙ୍ଗ ଏଡ଼ାଇବାକୁ ଚେଷ୍ଟା କରିଛି ଶାସକ ବିଜେଡି ।

ରତ୍ନଭଣ୍ଡାର ଖୋଲିବା ବଦଳରେ ଲେଜର ସ୍କାନିଂ ନିଷ୍ପତ୍ତି
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ