ସରକାରୀ କାର୍ଯ୍ୟାଳୟରୁ ହଟିଲା 5T ଓ ମୋ ସରକାର
by Argus News
Thu, Jun 13 | 4:16 p.m.

ଭୁବନେଶ୍ୱର: ହଟିଲା 5T । ସମସ୍ତ ସରକାରୀ କାର୍ଯ୍ୟାଳୟରୁ 5T ବୋର୍ଡ ହଟାଇବା ପାଇଁ ନିର୍ଦ୍ଦେଶ ଦେଲେ ସୂଚନା ଓ ଲୋକସଂପର୍କ ବିଭାଗ ସଚିବ । ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଲେ ବିଭାଗୀୟ ସଚିବ ।

ସେପଟେ 5T ହଟିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ । 5T ମୋ ସରକାର ବିଜେପି ସରକାର ପାଇଁ କିଛି ଆବଶ୍ୟକତା ନାହିଁ । ବିଜେପି ସରକାର ଲୋକଙ୍କ ପାଇଁ କାର୍ଯ୍ୟ କରିବ । 5T ନାଁ ରେ ଗୋଟେ ଭୟ ସୃଷ୍ଟି କରାଯାଉଥିଲା । ରାଜନୀତି କଣ୍ଟ୍ରୋଲ କରାଯାଉଥିଲା ।

ଆହୁରି ପଢନ୍ତୁ ଓଡିଶା ଖବର... 

 

ବର୍ଷକରେ
11m ago
ବର୍ଷକରେ Threadsରେ ୧୭୫ ମିଲିୟନ ୟୁଜର୍ସ: ଜୁକରବର୍ଗ ଏବେ ଖୁସି ନିଶ୍ଚିତ
ଅର୍ଗସ ବ୍ୟୁରୋ: ମେଟା ଗତ ବର୍ଷ ୫ ଜୁଲାଇରେ ନିଜର ଇନଷ୍ଟାଗ୍ରାମରେ ଲାଟେଷ୍ଟ ମେସେଜ ଏକ୍ସଟେନସନରେ ଫ୍ଲାଟଫର୍ମ ଥ୍ରେଡସ (Threads)କୁ ଲଞ୍ଚ କରିଥିଲା । ଆସନ୍ତାକାଲି ଏହାକୁ ବର୍ଷେ ପୁରିବ
ଆଉ ଦୁଇ ଦିନ ପରେ
42m ago
ଆଉ ଦୁଇ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା
ଅର୍ଗସ ବ୍ୟୁରୋ: ବିଶ୍ବପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ମାତ୍ର ଦୁଇ ଦିନବାକି । ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି। ଆଜି ଅଣସରର ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ଘଣା ଏବଂ ଖଳି ପ୍ରସାଦ ଲାଗି ନୀତ
ସାମ୍ନାକୁ ଆସିଲା
ସାମ୍ନାକୁ ଆସିଲା ବିଜେଡି ସରକାରଙ୍କ ଆଉ ଏକ ଓଡ଼ିଆ ମାରଣ ନୀତିର ନମୁନା
ଅର୍ଗସ ବ୍ୟୁରୋ: 350 କୋଟି ଟଙ୍କାର ଆଖିଖୋସି ହେଲା ଭଳି ବିଲ୍ଡିଂ। 4 ଲକ୍ଷ ସ୍କୋୟାର ଫୁଟର ଜାଗା। ଆଲିସାନ ବହୁତଳ କାଚ ବିଲଡିଂ ଭିତରେ ଆକର୍ଷଣୀୟ ଇଣ୍ଟରୀୟର। ହେଲେ ଏ ସବୁ କାହା ପାଇଁ