ଅବସର ପୂର୍ବରୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ସମ୍ବର୍ଦ୍ଧିତ
by Argus News
Sat, Oct 26 | 9:29 a.m.

ଅର୍ଗସ ବ୍ୟୁରୋ:  ଅବସର ପୂର୍ବରୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ମୁମ୍ବାଇରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇଥିଲେ ବହୁ ବରିଷ୍ଠ ବିଚାରପତି । ଆସନ୍ତା ନଭେମ୍ବର 11 ତାରିଖରେ ଅବସର ଗ୍ରହଣ କରିବେ ସିଜେଆଇ ଜଷ୍ଟିସ ଚନ୍ଦ୍ରଚୁଡ଼ । ସୁପ୍ରିମକୋର୍ଟର 51 ତମ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ସଂଜୀବ ଖାନ୍ନା । 13 ମେ 2025 ଯାଏ ସେ ସିଜେଆଇ ପଦରେ ରହିବେ । ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ପଦ ପାଇଁ ରାଷ୍ଟ୍ରପତିଙ୍କୁ  ଜଷ୍ଟିସ ସଂଜୀବ ଖାନ୍ନାଙ୍କ ନାମ ପ୍ରସ୍ତାବ ଦେଇଥିଲେ ଜଷ୍ଟିସ ଚନ୍ଦ୍ରଚୁଡ଼ ।

ଅଧିକ ପଢ଼ନ୍ତୁ ଦେଶ ଖବର:

ରାମ ମନ୍ଦିରରୁ
6m ago
ରାମ ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ
ଅର୍ଗସ ବ୍ୟୁରୋ: ଫତେଗଡ ରାମ ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ଫତେଗଡ ଭାପୁର ରାସ୍ତାର ପିଠାଖାଇ ଜଙ୍ଗଲ ନିକଟରେ ପ୍ରେମୀ ଯୁଗଳଙ୍କୁ ଅସଦାଚରଣ କରିବା ସହ ଯୁବତୀଙ୍କୁ ଗଣଦୁଷ୍କର୍
ଆପାର୍ଟମେଣ୍ଟ
8m ago
ଆପାର୍ଟମେଣ୍ଟରେ ଲାଗିବ ଅତ୍ୟାଧୁନିକ ଇଣ୍ଟରନେଟ୍ ପ୍ରୋଟକଲ୍ କ୍ୟାମେରା
ଅର୍ଗସ ବ୍ୟୁରୋ : ଆପାର୍ଟମେଣ୍ଟରେ ଲାଗିବ ଅତ୍ୟାଧୁନିକ କ୍ୟାମେରା । ରାଜଧାନୀରେ ଆପାର୍ଟମେଣ୍ଟରୁ ବାରମ୍ବାର ଚୋରି ପରେ କମିଶନରେଟ୍ ପୋଲିସର ତତ୍ପରତା । ଆପାର୍ଟମେଣ୍ଟରେ ଲାଗି
ଇତିହାସ
34m ago
ଇତିହାସ ରଚିଦେଲା ନ୍ୟୁଜିଲାଣ୍ଡ: ୧୨ ବର୍ଷ ପରେ ଘରୋଇ ମାଟିରେ ହାରିଲା ଟିମ୍‌ ଇଣ୍ଡିଆ
ଅର୍ଗସ ବ୍ୟୁରୋ: ଭାରତ ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌କୁ ଜିତିନେଇଛି ନ୍ୟୁଜିଲାଣ୍ଡ। ଫଳରେ ଦଳ ୧୨ ବର୍ଷ ପରେ ଭାରତ ମାଟିରେ ସିରିଜ ଜିତି ଇତିହାସ ରଚିଛି। ପ୍ରଥମ ଥର ପାଇ