ରୁବେଲା ଭାଇରସକୁ ନେଇ ଗର୍ଭବତୀମାନଙ୍କୁ ସତର୍କ କରାଇଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ
by Argus News
Thu, May 09 | 1:21 p.m.

ଭୁବନେଶ୍ୱର:  ରୁବେଲା ଭାଇରସକୁ ନେଇ  ଗର୍ଭବତୀମାନଙ୍କୁ ସତର୍କ କରାଇଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ। ଗର୍ଭବତୀ ମହିଳାଙ୍କ ଠାରେ ରୁବେଲା ହେଲେ ସେମାନଙ୍କ ସନ୍ତାନଙ୍କ କ୍ଷେତ୍ରରେ ମଧ୍ୟ ଭାଇରସ ଜନ୍ମରୁ ଦେଖା ଦେଇଥାଏ । ସେଥି ପାଇଁ ଯେଉଁ ଗର୍ଭବତୀ ମହିଳାଙ୍କ ଶରୀରରେ  ରାସେସ  ଏବଂ ଜ୍ଵର ଆସିଲେ  ଆମେ ରୁବେଲା  ଟେଷ୍ଟି କରିବା ନେଇ ଆମେ ପରାମର୍ଶ ଦେଇଛୁ । ଦୁଇଟି ବ୍ଲକରେ  18  ରୋଗୀଙ୍କ ଦେହରେ ଜ୍ୱର ଓ ରାସେସ ଲକ୍ଷଣ  ଥିଲା । ତେନ୍ତୁଳୀଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଲକର ସମସ୍ତ ରୋଗୀ ।  

ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ଭୟବିତ କି ଆତଙ୍କିତ ହୁଅନ୍ତୁ ନାହିଁ । ଆମର ଆରଆରଟି ଟିମ୍ ସରଭିଲେନ୍ସ କରୁଛି । ଇମ୍ମୁନାଇଟେସନ କୁ ଗୁରୁତ୍ଵ ଦେଉଚୁ । ବିଶେଷ କରି ବର୍ତମାନ 1 ବର୍ଷ, 6 ବର୍ଷ ଏବଂ 8 ବର୍ଷ  ପିଲା ଙ୍କ ଭିତରେ ଏହି ଭାଇରସ ବଢ଼ୁଥିବା ଦେଖାଯାଉଛି । ସେମାନଙ୍କୁ ବେଶୀ ଗୁରୁତ୍ଵ ଦେଉଛୁ । ନୂଆ କେସ ଆସି ନାହିଁ । ସମସ୍ତେ ଷ୍ଟେବୁଲ ଅଛନ୍ତି । ଆମର  ଆରଆରଟି ଟିମ୍ ସରଭିଲେନ୍ସ କରୁଛି । ମୋଟ୍ 18 ସମ୍ପଲରୁ ୨ ରୁବେଲା ପଜିଟିଭ ଓ ଜଣେ ମିଳିମିଳା ପଜିଟିଭ ଚିହ୍ନଟ । ଏବେ ସ୍ଥିତି ସ୍ୱାଭାବିକ ଅଛି କହିଲେ ସ୍ୱାସ୍ଥ୍ୟ ନିର୍ଦେଶକ ।
ଅଧିକ ପଢନ୍ତୁ ଓଡ଼ିଶା ଖବର 

ନିର୍ବାଚନ ସମୟରେ
8m ago
ନିର୍ବାଚନ ସମୟରେ ଭତ୍ତା ବାଣ୍ଟୁଛନ୍ତି ବିଜେଡି କର୍ମୀ
ଅର୍ଗସ ବ୍ୟୁରୋ: ବାଙ୍କୀ ବ୍ଲକ୍ କଳାପଥର ଗ୍ରାମ ପଞ୍ଚାୟତରେ ମାସିକ ଭତ୍ତା ଗତ ୧୫ତାରିଖରେ ଭତ୍ତା ବଣ୍ଟନ କରିବା ପାଇଁ ବ୍ଲକ୍ ପକ୍ଷରୁ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଭତ୍ତା ବଣ୍ଟନ କରିବ
ଭୁଜାଲିରେ ହତ୍ୟା
17m ago
ବିଜେପି କର୍ମୀଙ୍କୁ ଦୁର୍ବୃତ୍ତଙ୍କ ଭୁଜାଲିରେ ହତ୍ୟା
ବରଗଡ଼ : ବରଗଡ଼ରେ ନିର୍ବାଚନୀ ହିଂସା । ବିଜେପି କର୍ମୀଙ୍କୁ ଦୁର୍ବୃତ୍ତଙ୍କ ଭୁଜାଲି ରେ ହତ୍ୟା । ବରଗଡ଼ ସଦର ଥାନା ସରସରା ଗାଁରେ ଭୁଜାଲି ରେ ଆକ୍ରମଣ କରି ବିଜେପି କର୍ମୀଙ୍କୁ ହତ୍ୟା । ମୃ
MILK TEA
28m ago
ଖାଲି କ୍ଷୀରରେ ଚା' ପିଅନ୍ତୁ ନାହିଁ ତେବେ ...
ଅର୍ଗସ ବ୍ୟୁରୋ: ଯଦି ଆପଣ ଚା ପିଇବାକୁ ଭଲ ପାଆନ୍ତି ତାହା ସହ ସକାଳ ଏବଂ ସନ୍ଧ୍ୟାରେ ଖାଲି କ୍ଷୀରର ଚା ପିଅନ୍ତି। ତେବେ ।CMR ର ଏହି ରିପୋର୍ଟ କଣ କୁହାଯାଇଛି ଜାଣନ୍ତୁ। ଯେଉଁଥିର