ରାସ୍ତା କାମ କରୁଥିବା ସୁପରଭାଇଜ କରୁଛନ୍ତି ଦାଦାଗିରି
by Argus News
Sun, Dec 10 | 10:16 a.m.

ଅର୍ଗସ ବ୍ୟୁରୋ:  ପଦାରେ ପଡ଼ିଛି ଗ୍ରାମ୍ୟ ଉନ୍ନୟନ ପ୍ରଶାସନିକ ଅଧିକାରୀ ଏବଂ ଠିକାଦାର ଙ୍କ ମଧୁଚନ୍ଦ୍ରିକା।  ଅଧିକାରୀ ମାନଙ୍କ ଅନୁପସ୍ଥିତିରେ ହେଉଛି ରାସ୍ତା କାମ। ରାସ୍ତା କାମ କରୁଥିବା ସୁପରଭାଇଜ କରୁଛନ୍ତି ଦାଦାଗିରି। ରାସ୍ତା କାମ ହେବା ପାଞ୍ଚ ଦିନ ପରେ ହାତ ମାରିଲେ ଉଠୁଛି ଫେଡା ଫେଡା ପିଚୁ। ୬ କିମି ୩୬୮ ମି ରାସ୍ତା ପାଇଁ ୧୧କୋଟି ୬୮ଲକ୍ଷ ଟଙ୍କାରେ ହେଉଛି କାର୍ଯ୍ୟ।

ନୟାଗଡ଼ ଖଣ୍ଡପଡ଼ା ବ୍ଳକ ସିଂଘାପଡା ଛକଠାରୁ ସମ୍ବରବିନ୍ଧା ଗ୍ରାମକୁ  ଅତି ନିମ୍ନ ମାନର କାମ କରାଯାଉଅଛି । ଏପରିକି ରାସ୍ତାରେ ମେଟାଲିଙ୍ଗ ମଧ୍ୟ ଠିକ୍ ଭାବରେ କରି ଯାଉନାହିଁ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ବିଭାଗୀୟ ଅଧିକାରୀ ମାନେ ରାସ୍ତା କାମ ଦେଖିବାକୁ ଯାଉନଥିବାରୁ ଠିକାଦାର ନିଜ ମନମୁତାବକ ନିମ୍ନମାନର କାମ କରୁଥିବା ଦେଖିବାକୁ ମିଳିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର
SAMEER
ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ
ଅର୍ଗସ ବ୍ୟୁରୋ: ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ। ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯନଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ। ଏକ ଡ୍ରଗ୍ସ ଡିଲ୍ ମାମଲାରେ 2021