ହିଟ୍‌ ୱେଭ୍‌ : ବଦଳିଲା ସ୍କୁଲ ଖୋଲିବା ସମୟ
by Argus News
Thu, Apr 04 | 11:06 a.m.

ଅର୍ଗସ ବ୍ୟୁରୋ: ହିଟ୍ ଓ୍ୱେଭ ପାଇଁ ସମ୍ବଲପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମା | ସମ୍ବଲପୁରରେ ବଦଳିଲା ସ୍କୁଲ ସମୟ | ଜିଲ୍ଲାରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ସକାଳ ସାଢେ 6ଟାରୁ ସାଢେ 10ଟା ଯାଏଁ ଖୋଲା ରହିବା ପାଇଁ ନିର୍ଦ୍ଦେଶ | ସେହିପରି କର୍ମ କ୍ଷେତ୍ରରେ ଶ୍ରମିକମାନେ ମଧ୍ୟ 11ଟାରୁ ଅପରାହ୍ନ 3ଟା30 ଯାଏଁ କାମ କରିବା ଉପରେ କଟକଣା ଲଗାଯାଇଛି |

ଏହା ସହ ହସ୍ପିଟାଲ ଗୁଡିକରେ ଅଂଶୁଘାତ ଓ୍ୱାର୍ଡ ଖୋଲିବା ନେଇ ନିର୍ଦ୍ଦେଶ ଦେବା ସହ ସମିକ୍ଷା କରିଛନ୍ତି | ଜଳଛତ୍ର ଖୋଲିବା ସହ ଜଳକଷ୍ଟ ଭୋଗୁଥିବା ଅଂଚଳରେ ଓ୍ବାଟର ଟେଙ୍କ ମାଧ୍ୟମରେ ପାନୀୟ ଜଳ ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି | ଏନେଇ  ଜିଲ୍ଲାର ସମସ୍ତ ବିଡିଓ, ତହସିଲାଦର, ସିଡିଏମଓ, ଡିଇଓ ଓ ସମସ୍ତ ବିଇଓଙ୍କୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ