ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ୨୬ତମ ଗଭର୍ଣ୍ଣର ଭାବେ ଦାୟିତ୍ବ ନେଲେ ସଞ୍ଜୟ ମାଲହୋତ୍ରା
by Argus News
Wed, Dec 11 | 9:17 p.m.

ଅର୍ଗସ ବ୍ୟୁରୋ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ୨୬ତମ ଗଭର୍ଣ୍ଣର ଭାବେ ଦାୟିତ୍ବ ନେଲେ ସଞ୍ଜୟ ମାଲହୋତ୍ରା ।  ଆସନ୍ତା ୩ ବର୍ଷ ପାଇଁ ଆରବିଆଇ ଗଭର୍ଣ୍ଣର ପଦରେ ସେ କାର୍ଯ୍ୟ କରିବେ । ଗତ ଡିସେମ୍ବର ୯ ତାରିଖରେ କେନ୍ଦ୍ର ସରକାର ଆରବିଆଇ ଗଭର୍ଣ୍ଣର ଭାବେ ସଞ୍ଜୟ ମାଲହୋତ୍ରାଙ୍କ ନାଁ ଘୋଷଣା କରିଥିଲେ।  ଆରବିଆଇ ଗଭର୍ଣ୍ଣର ଭାବେ ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ କାର୍ଯ୍ୟକାଳ ଗତକାଲି ଶେଷ ହୋଇଛି । ସଂଜୟ ମାଲହୋତ୍ରା ଶକ୍ତି , ଅର୍ଥ, ଆଇଟି, ଟ୍ୟାକ୍ସ, ମାଇନ୍ସ ବିଭାଗରେ ଅଭିଜ୍ଞତା ସହ ୩୩ ବର୍ଷ କାର୍ଯ୍ୟ କରିଛନ୍ତି। ୧୯୯୦ ବ୍ୟାଚ୍ ରାଜସ୍ଥାନ କ୍ୟାଡର ଆଇଏଏସ୍‌ ଅଫିସର ସଞ୍ଜୟ ମାଲହୋତ୍ରା ରାଜସ୍ବ ମନ୍ତ୍ରାଳୟର ସଚିବ ଭାବେ କାର୍ଯ୍ୟ କରୁଥିଲେ ।  ୨୦୧୮ରୁ ଆରବିଆଇ ଗଭର୍ଣ୍ଣର ଭାବେ କାର୍ଯ୍ୟ କରି ଆସୁଥିଲେ ଶକ୍ତିକାନ୍ତ ।

 

ମହିଳା ସୁଇସାଇଡ
ମହିଳା ସୁଇସାଇଡ କଲେ ବିନା ପ୍ରମାଣରେ କାହିଁକି ପୁରୁଷବନ୍ଧୁଙ୍କୁ ଗିରଫ କରାଯାଏ'
ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା କେସ ବର୍ତ୍ତମାନ ଚର୍ଚ୍ଚାରେ। ବେଙ୍ଗାଲୁରୁର ଏକ ଘରୋଇ ଆଇଟି କମ୍ପାନୀର ଡେପୁଟି ଜେନେରାଲ ମ୍ୟାନେଜର ଅତୁଲ ସୁଭାଷଙ୍କ ଆତ୍ମହତ୍ୟ
ରାଜ କପୁର
ଅଭିନେତା ରାଜ କପୁରଙ୍କ ୧୦୦ତମ ଜନ୍ମବାର୍ଷିକୀ ପାଇଁ ନିମନ୍ତ୍ରଣ ଦେଲେ
ଅର୍ଗସ ବ୍ୟୁରୋ: ମୋଦି ଙ୍କୁ ଭେଟିଲେ କପୁର୍ ପରିବାର । ଅଭିନେତା ରାଜ କପୁରଙ୍କ ୧୦୦ତମ ଜନ୍ମବାର୍ଷିକୀରେ ରାଜ କପୁର ଚଳଚ୍ଚିତ୍ର ମହୋତ୍ସବ ଆୟୋଜିତ ହେବ ..ଏହି ଉପଲକ୍ଷେ ପୁରା ପରିବା
ଆସ୍ଥା ଉପରେ
ଆସ୍ଥା ଉପରେ ବିଜେଡି ସାଂସଦ ମୁନ୍ନା ଖାଁଙ୍କ ଆଘାତ
ଅର୍ଗସ ବ୍ୟୁରୋ: ଆସ୍ଥାକୁ ଆଘାତ କରିବା ଭଳି ବୟାନ ଦେଇ ବିବାଦ ଘେରକୁ ଆସିଛନ୍ତି ବିଜେଡି ନେତା ମୁନ୍ନା ଖାଁ। ଯାହା କୋଟି କୋଟି ଓଡ଼ିଆଙ୍କ ଭାବାବେଗ ଉପରେ କରିଛି କୁଠାରାଘାତ । ଅଭିଯୋଗ ହୋଇଛ
ରିଜର୍ଭ ବ୍ୟାଙ୍କ
ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ୨୬ତମ ଗଭର୍ଣ୍ଣର ଭାବେ ଦାୟିତ୍ବ ନେଲେ ସଞ୍ଜୟ ମାଲହୋତ୍ରା
ଅର୍ଗସ ବ୍ୟୁରୋ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ୨୬ତମ ଗଭର୍ଣ୍ଣର ଭାବେ ଦାୟିତ୍ବ ନେଲେ ସଞ୍ଜୟ ମାଲହୋତ୍ରା । ଆସନ୍ତା ୩ ବର୍ଷ ପାଇଁ ଆରବିଆଇ ଗଭର୍ଣ୍ଣର ପଦରେ ସେ କାର୍ଯ୍ୟ କରିବ
ମହାକବି
ଆଜି ତାମିଲ ମହାକବି ସୁବ୍ରମଣ୍ୟ ଭାରତୀଙ୍କ ଜୟନ୍ତୀ
ଅର୍ଗସ ବ୍ୟୁରୋ: ଆଜି ତାମିଲ ମହାକବି ସୁବ୍ରମଣ୍ୟ ଭାରତୀଙ୍କ ଜୟନ୍ତୀ । ଭାରତୀଙ୍କ ସ୍ମୃତିରେ ଲୋକସଭା ଭବନ କନଭେନସନ ହଲରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ‘ଭାରତୀୟ ଭାଷ