ସମୁଦ୍ରରେ ଚାଲିଛି କୋକେନ୍‌ ଖୋଜା
by Argus News
Mon, Dec 11 | 10:33 a.m.

ଅର୍ଗସ ବ୍ୟୁରୋ:  ଜାହାଜ ପାଣିଟାଙ୍କିରେ ଖୋଜା ଚାଲିଛି କୋକେନ । ଭାରତୀୟ ତଟରକ୍ଷୀ ବାହିନୀର ସ୍ୱତନ୍ତ୍ର ସମୁଦ୍ର ବୁଡ଼ାଳି ସ୍କୁବାମ୍ୟାନଙ୍କ ସହାୟତାରେ ଚାଲିଛି ଖୋଜା । ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲ ମଧ୍ୟରେ ଷ୍ଟିଲ କଏଲ ନେଇ ଡେନମାର୍କ ଯିବାକୁ ଥିବା ଭେସେଲ ଦେବୀରୁ 220 କୋଟି ଟଙ୍କାର କୋକେନ ମିଳିବା ଘଟଣା ଆହୁରି ରୋଚକ ମୋଡ଼ ନେଇଛି । ଗତ 1 ତାରିଖରେ ଜାହାଜର କ୍ରେନ ଚାମ୍ବରରୁ ମିଳିଥିବା ଏହି କୋକେନକୁ ନେଇ 11 ଦିନ ହେବ କଷ୍ଟମ ବିଭାଗ, ଏନସିବି ଓ ବିଭିନ୍ନ ତଦନ୍ତକାରୀ ସଂସ୍ଥା ତଦନ୍ତ ଚଳାଇଥିବା ବେଳେ ସାମ୍ପଲ ଟେଷ୍ଟ ପାଇଁ କୁଜଙ୍ଗ କୋର୍ଟଙ୍କ ଅନୁମତି ମିଳିଛି ।

ଗତକାଲି ସନ୍ଧ୍ୟାଠାରୁ ଭାରତୀୟ ତଟରକ୍ଷୀ ବାହିନୀର ସ୍ଵତନ୍ତ୍ର ସମୁଦ୍ର ବୁଡ଼ାଳି ସ୍କୁବା ମ୍ୟାନଙ୍କ ସହାୟତା ନିଆଯାଇଛି କୋକେଲ ଖୋଜିବା ପାଇଁ । ସେହିପରି ଏବେ ୧୦ ଜଣଙ୍କୁ ସ୍କାନରକୁ ନିଆଯାଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ