ସ୍ୱାମୀ- ପୁତ୍ର ସାମ୍ନାରେ ମା'କୁ ଦୁଷ୍କର୍ମ କଲେ ୩ ଯୁବକ
by Argus News
Sat, Feb 17 | 12:26 p.m.

ପୁରୀ: ବ୍ରହ୍ମଗିରିରେ ଲଜ୍ୟା! ଅରଖକୁଦା ଥାନା ଅଞ୍ଚର ଜୈନିକ ମହିଳାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ। ଶିଶୁ ପୁତ୍ର ସାମ୍ନାରେ ମା'କୁ ଦୁଷ୍କର୍ମ କରିଛନ୍ତି ୩ଜଣ ଯୁବକ। ସ୍ବାମୀର ହାତଗୋଡ ବାନ୍ଦି ସ୍ତ୍ରୀ କୁ ୩ଜଣ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପିଡିତ ଏବଂ ପଡିତର ସ୍ବାମୀ।

ଅରଖକୁଦା ଥାନା ପୋଲିସ୍ ଆରମ୍ଭ କରିଛି ଛାନଭିନ୍। ସେପଟେ ଡାକ୍ତରଖାନାରେ ଭର୍ତି ହୋଇଛି ପିଡିତ ମହିଳା। ଜଣଙ୍କୁ ଅଟକ ରଖିଛି ଅରଖକୁଦା ଥାନା ପୋଲିସ୍।  ଏନେଇ ସୂଚନା ଦେଇଛନ୍ତି ଥାନା ଅଧିକାରୀଣି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ