୭୦ ବର୍ଷର ବୃଦ୍ଧଙ୍କ ସହ ହେଲା ପ୍ରେମ: କହିଲେ କାହିଁ କେତେ ଜନ୍ମର ପୁଣ୍ୟର ଫଳ
by Argus News
Sat, Jul 06 | 3:22 p.m.

ଅର୍ଗସ ବ୍ୟୁରୋ: ବର୍ତ୍ତମାନ ସମୟରେ ପ୍ରାୟତଃ ରାତାରାତି ଭାଇରାଲ ହେବାକୁ ସର୍ବଦା ଚେଷ୍ଟା ଚଲାଇଛନ୍ତି। ଏନେଇ ଇନଷ୍ଟାଗ୍ରାମ ରିଲରେ ସେମାନେ ସମ୍ପର୍କ ଯୋଡ଼ି ସେସବୁକୁ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ଯେପରିକି ଜେଜେବାପା ବୟସର ଲୋକଙ୍କୁ କେହି କେହି ସ୍ବାମୀ କହିବାକୁ ମଧ୍ୟ ପଚଶଉ ନାହାନ୍ତି। କେହି କେହି ଜେଜେମା' ବୟସର ମହିଳାଙ୍କୁ ସ୍ତ୍ରୀ କହିବାକୁ ପଛାଉ ନାହାନ୍ତି। ଏପରି ଭିଡିଓକୁ ଅଧିକ ଲାଇକ କମେଣ୍ଟ ଶେୟାର କରାଯାଉଥିବାରୁ ଭିଡିଓ ଅଧିକ ମାତ୍ରାରେ ଭାଇରାଲ ହେଉଛି ବୋଲି କୁହାଯାଉଛି। 

ଆଜି ଏମିତି ଏକ କଥା କହିବାର କାରଣ ରହିଛି। ଏମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହା କ୍ୟୁଟି ଗୁଡିଙ୍କ ଆକାଉଣ୍ଟରୁ ପୋଷ୍ଟ କରାଯାଇଛି। ଯେଉଁଥିରେ ଜଣେ ଯୁବତୀ ୬୦ କିମ୍ବା ୭୦ବର୍ଷର ବୃଦ୍ଧଙ୍କୁ ନିଜ ସ୍ବାମୀ କହିବା ସହିତ ଏହା କେଉଁ ଜନ୍ମର ପୁଣ୍ୟର ଫଳ ବୋଲି କହିଛନ୍ତି। ତେବେ ଯୁବତୀ ଜଣଙ୍କ ଏତେ ଖୁସି ଥିବାରୁ ଏହି ଭିଡିଓ କେତେ ସତ ତାହା ଆମେ ଜାଣିନାହୁଁ। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

ରାଜଭବନ ରାଜନୀତି
24m ago
ରାଜଭବନ ରାଜନୀତିକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନଙ୍କ ପ୍ରତିକ୍ରିୟା
ଭୁବନେଶ୍ୱର: ରାଜଭବନ ରାଜନୀତିକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା । ରାଜ୍ୟପାଳଙ୍କ ଅଫିସ ମର୍ଯ୍ୟାଦା ସମ୍ପନ୍ନ କାର୍ଯ୍ୟାଳୟ । ଯେତେବେଳେ କିଛି ଲୋକଙ୍
NIA RAID
ଟେରର୍ ଫଣ୍ଡିଂ ମାମଲାରେ ୫ ରାଜ୍ୟରେ ତଲାସି ଜାରି
ଅର୍ଗସ ବ୍ୟୁରୋ: ଏନ୍ଆଇଏର ବଡ଼ ଆକ୍ସନ୍ । ଟେରର୍ ଫଣ୍ଡିଂ ମାମଲାରେ ଦିଲ୍ଲୀ, ୟୁପି, ମହାରାଷ୍ଟ୍ର, ଜମ୍ମୁ କାଶ୍ମୀର ସମେତ ୫ ରାଜ୍ୟରେ ତଲାସି ଜାରି । ଏହି ସମସ୍ତ ରାଜ୍ୟର ୨୨ଟି ଲୋକେସନରେ ରେଡ
ଲକ୍ଷ୍ମୀ ମାଝୀ ଫାଇଲ୍
ଲକ୍ଷ୍ମୀ ମାଝୀ ଫାଇଲ୍ ଖୋଲିଦେବ ବିଜେଡି ନେତାଙ୍କ ମୁଖା,ଚାପିଥିଲେ ନବୀନ,ଖୋଲିବେ ମୋହନ
ଅର୍ଗସ ବ୍ୟୁରୋ:ଲକ୍ଷ୍ମୀ ମାଝୀ ଫାଇଲ୍ ଖୋଲିଦେବ ଅସଲ ମୁଖା,ଟେନସନରେ ବିଜେଡି ନେତା।ଡିସେମ୍ବର ୨୧, ୨୦୨୩ କେବଳ ରାୟଗଡା ନୁହେଁ, ସାରା ରାଜ୍ୟରେ ଖେଳିଗଲା ଚାଞ୍ଚଲ୍ୟ । ରାୟଗଡା ଚନ୍ଦ୍ରପୁ