ରାସ୍ତା ନଥିବାରୁ ଗ୍ରାମବାସୀ ନିଜେ ନିର୍ମାଣ କଲେ ଗାଁ ରାସ୍ତା
by Argus News
Fri, Oct 25 | 6:05 p.m.

ଅର୍ଗସ ବ୍ୟୁରୋ:  ନିଜ ଗାଁ ପାଇଁ ରାସ୍ତା ନିର୍ମାଣ କରୁଛନ୍ତି ଗ୍ରାମବାସୀ। ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ କୁଟିକିଆ ପଞ୍ଚାୟତ ର 5 ଟି ଗାଁ କୁ ନିତିଦିନିଆ ପକ୍କା ରାସ୍ତା ନାହିଁ। ଜିରିଡ଼ିିିପାଙ୍ଗା ଛକ ଠାରୁ ଏକ କିଲୋ ମିଟର ସମ୍ପୂର୍ଣ୍ଣ ମାଟି ରାସ୍ତା । ଗାଜୁରପଡ଼ି , ଲାଇନପାଲି, ଡଗରା ପାଙ୍ଗା , ଡମପାଡ଼ା ଓ ଗୁପ୍ତା ପାଙ୍ଗା ର ଗ୍ରାମବାସୀ ମାନେ ବ୍ଲକ ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଙ୍କୁ ବହୁବାର  ଅଭିଯୋଗ କରିଛନ୍ତି । କିନ୍ତୁ କିଛି ସୁଫଳ ମିଳି ନାହିଁ। ସେଥିପାଇଁ ସ୍ଥାନୀୟ ଗ୍ରାମବାସୀମାନେ ଆଜି ଏକତ୍ରିତ ହୋଇ ମିଳିତ ଭାବେ ନିଜେ ଶ୍ରମ ଦାନ କରି ଗାଁ  ରାସ୍ତା କୁ ମରାମତି କରୁଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

କୋହଲିଙ୍କୁ
1m ago
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା
AWAS GHAR
ସୁରକ୍ଷିତ ଆବାସ ନ ଥିବାରୁ ସ୍ଥାନାନ୍ତରିତ ହେଲେ ଲକ୍ଷ ଲକ୍ଷ ଲୋକ
ଅର୍ଗସ ବ୍ୟୁରୋ: ବାତ୍ୟାର ପ୍ରକୋପ ସେତେ ହେଲାନି, କିନ୍ତୁ କଚ୍ଚା ଘରେ ରହୁଥିବାଗରିବଙ୍କ ମୁଣ୍ଡ ଉପରେ ପଡ଼ିଲା ଚଡ଼କ। ପବନ ମାଡ଼ରେ ଭଦ୍ରକ ବାସୁଦେବପୁର ପୌରାଞ୍ଚଳ ୱାର୍ଡ ନଂ 23ର
ବିପର୍ଯ୍ୟୟ ମୁକାବିଲା
ନେତା- ଅଫିସର-ସଂଗଠନ ମିଳିମିଶି କଲେ ବିପର୍ଯ୍ୟୟ ମୁକାବିଲା
ଭୁବନେଶ୍ୱର: ଦାନା ମୁକାବିଲାରେ ଜନସେବାର ଭାଗିଦାରିତା। ନେତା- ଅଫିସର-ସଂଗଠନ ମିଳିମିଶି କଲେ ବିପର୍ଯ୍ୟୟ ମୁକାବିଲା। ଦିନ ରାତି ଏକ କରିଥିଲା ନୂଆ ସରକାର। ଗାଉଣ୍ଡରେ ମନ୍ତ୍ର