Speed 10 : ସ୍କ୍ରୋଲ କରନ୍ତୁ, ଦିନତମାମର ଖବର ପଢନ୍ତୁ
by Argus News
Sun, Sep 08 | 7:38 p.m.

ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ଅବପାତ; ୧୧ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା । ପ୍ରଭାବରେ ଭୀଷଣ ବର୍ଷା ନେଇ ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଆଜି ନୂଆଁଖାଇରୁ ଆରମ୍ଭ ହେଲା ଯାଉଛି ସିଏମ କିଷାନ ଯୋଜନା । ଏଥିରେ ଚାଷୀ ପାଇବେ ୪ ହଜାର ଟଙ୍କାର ଆର୍ଥିକ ସହାୟତା । ଚାଷୀଙ୍କୁ ଏହି ଆର୍ଥିକ ସହାୟତା ଯୋଗାଇ ଦେବା ଲାଗି ରାଜ୍ୟ ସରକାର ୧୯ଶହ ୩୫ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି

ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମାଜର ଉନ୍ନତି ପାଇଁ କୃଷକଙ୍କ ଅବଦାନ ମହାନ୍ ପର୍ବ କହିଲେ ପ୍ରଧାନମନ୍ତ୍ରୀ

ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ । ସମଲେଇଙ୍କୁ ଦର୍ଶନ କରିବା ସହିତ ଖାଇଲେ ନୂଆଁ

ଦୀପ-ବୀରଙ୍କ ଘରକୁ ଆସିଲେ ନୂଆ ଅତିଥି । ଝିଅ ଜନ୍ମ ଦେଲେ ଦୀପିକା । ବାପା ମାଆ ହେଲେ ରଣବୀର, ଦୀପିକା 

ଲଗାଣ ବର୍ଷାରେ ବେହାଲ କୋରାପୁଟ, ବଢୁଛି କୋଲାବ ନଦୀର ଜଳସ୍ତର

ଦୁର୍ଗା ପୂଜା ଭସାଣିରେ ଲେଜର୍ ଲାଇଟ୍ ଓ ଫାୟାର୍ ଗନ୍‌ ମନା । ପ୍ରଶାସନ ସହ ଶାନ୍ତି କମିଟି ବୈଠକରେ ହେଲା ନିଷ୍ପତ୍ତି

ଟାଟା ନଗର-ବ୍ରହ୍ମପୁର ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍ । ବାଂଶପାଣି ଓ କେନ୍ଦୁଝରଗଡ଼ ଷ୍ଟେସନରେ ପହଞ୍ଚିଲା ଟ୍ରେନ୍ । ଯାତ୍ରୀଙ୍କ ମଧ୍ୟରେ ବଢିଲା ଉତ୍କଣ୍ଠା, ଆସନ୍ତା ୧୫ରୁ ଶୁଭାରମ୍ଭ ହେବ । ମଙ୍ଗଳବାର ବ୍ୟତୀତ ସପ୍ତାହକୁ ୬ ଦିନ ଚାଲିବ

ପ୍ୟାରିସ ପାରାଲିମ୍ପିକ୍ସ: ଜାଭେଲିନରେ ଗୋଲ୍ଡକୁ ବଦଳିଲା ନବଦୀପ ସିଂଙ୍କ ସିଲଭର୍ ମେଡାଲ୍

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ମୋଇନ ଅଲ୍ଲୀ । ଇଂଲଣ୍ଡ କ୍ରିକେଟ ଟିମ୍‌ର ଦକ୍ଷ ଅଲ୍ଲରାଉଣ୍ଡର ମୋଇନ ଅଲ୍ଲୀ
 

ମୋହନ ମାଝୀ
12m ago
ପୂର୍ବ ସରକାରରେ ଗଣତନ୍ତ୍ର ବଦଳରେ ଚାଲିଥିଲା ଅମଲାତନ୍ତ୍ର
ଅର୍ଗସ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ଗସ୍ତର ଆଜି ଶେଷ ଦିନ । ଆଜି ଦିନ ୧୨ଟା ୪୫ରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଲକ୍ଷ୍ମୀ ପଡିଆରେ ବିଜେପିର ମେଗା ସଦସ୍ୟତ
BJD POLITICS
21m ago
24 ବିପର୍ଯ୍ୟୟ ପରେ ବିଜେଡ଼ିରେ ବଢୁଛି ଅସନ୍ତୋଷ
ଅର୍ଗସ ବ୍ୟୁରୋ: 24 ବିପର୍ଯ୍ୟୟ ପରେ ବିଜେଡ଼ିରେ ବଢ଼ିବାରେ ଲାଗିଛି ନେତାଙ୍କ ବୟାନବାଜି । ନବୀନଙ୍କ ବିରୁଦ୍ଧରେ ଖୁଲମଖୁଲା ବିଶୋଦଗାର କରୁଛନ୍ତି ନେତା । ଆଉ ଏଭଳି ସ୍ଥିତିରେ ଦଳର ନେତୃତ୍
ଦାଦନ ସମସ୍ୟା
55m ago
ରାଜ୍ୟରୁ ଦୂର ଦେବ ଦାଦନ ସମସ୍ୟା
ଅର୍ଗସ ବ୍ୟୁରୋ: ରାଜ୍ୟରୁ ଦୂର ଦେବ ଦାଦନ ସମସ୍ୟା । ଏଥିପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଦାଦନ ଜନିତ ବିସ୍ଥାପନ ଦୂର ପାଇଁ ସରକାର ଏକ ଟାସ୍କଫୋର୍ସର ଗଠନ କରିଛନ୍ତି । ଦାଦ