ରାଜ୍ୟର ସମସ୍ତ ଯୋଜନା ବିଜେଡିକରଣ କରିବାରେ ବ୍ୟସ୍ତ ରାଜ୍ୟ ସରକାର: ଅଭିଳାଷ ପଣ୍ଡା
by Argus News
Sat, Dec 02 | 1:41 p.m.

ଅର୍ଗସ ବ୍ୟୁରୋ:  ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ରାଜ୍ୟ ବିଜେପି ଯୁବମୋର୍ଚ୍ଚା ।  ବ୍ରହ୍ମପୁରରେ ପ୍ରେସମିଟ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା । ସେ କହିଛନ୍ତି, ରାଜ୍ୟର ସମସ୍ତ ଯୋଜନା ବିଜେଡିକରଣ କରିବାରେ ବ୍ୟସ୍ତ ରାଜ୍ୟ ସରକାର, କଲେଜ ପରିସର ଗୁଡ଼ିକରେ ବିଜେଡ଼ିକରଣ ହୋଇଛି । ୧୫ ଦିନ ଧରି ସରକାରୀ ଅନୁଦାନ ପ୍ରାପ୍ତ କଲେଜ ସମନ୍ୱୟ ଯୁବ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଦଳୀୟ ଚିହ୍ନ ଏବଂ ନବୀନ ବାବୁଙ୍କ ଫୋଟ ଧରି ପ୍ରଚାର କରୁଛନ୍ତି ସରକାର ।

ଯେଉଁ ଟଙ୍କା ଶିକ୍ଷାର ବିକାଶ ଲାଗିବା ସେ ଟଙ୍କା ପ୍ରଚାରରେ ଲାଗୁଛି ୧୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ନିଜ ଦଳୀୟ ପ୍ରଚାର ପାଇଁ ଖର୍ଚ୍ଚ କରିଛନ୍ତି ନବୀନ ବାବୁ । ଯୁବ ଭୋଟରଙ୍କ ନିକଟରେ ଦଳକୁ ପରିଚିତ କରିବା ପାଇଁ ଏହି ଟଙ୍କା ବ୍ୟବହାର ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ