ଅଧାରୁ ଭସାଣି ବନ୍ଦ କଲା ଷ୍ଟେସନ ବଜାର ପୂଜା କମିଟି 
by Argus News
Mon, Oct 14 | 4:17 p.m.

ଭୁବନେଶ୍ୱର: ଭସାଣି ବେଳେ କେଁ । ପୁରୁଣା ଷ୍ଟେସନ ବଜାର ପୂଜା କମିଟିର ଭସାଣି ଆରମ୍ଭ ହୋଇଥିବାବେଳେ ପୋଲିସ ଡିଜେ କୁ ଅନୁମତି ଦେଲାନାହିଁ । ଫଳରେ ଅଧାରୁ ଭସାଣ ବନ୍ଦ କଲେ ପୂଜା କମିଟି ସଦସ୍ୟ । ଷ୍ଟେସନ ବଜାର ପୂଜା କମିଟି କହିବାର କଥା ଯେ ଡିଜେ ବଜାଇବା ପାଇଁ ହାଇକୋର୍ଟ ରୁ ଅନୁମତି ଆଣିଥିଲୁ । ହେଲେ ପୋଲିସ ଅନୁମତି ଦେଉନାହିଁ । କୋର୍ଟ ଅର୍ଡକୁ କାହିଁକି ଅଗ୍ରାହ୍ୟ କରାଯାଉଛି ବୋଲି ଅଭିଯୋଗ ଆଣିଛନ୍ତି ଷ୍ଟେସନ ବଜାର ପୂଜା କମିଟି ।  

ଟ୍ୱିନ୍ ସିଟିରେ ଆରମ୍ଭ ହେଲା ଭସାଣୀ...

ମୋହନ ମାଝୀ
3m ago
ପୂର୍ବ ସରକାରରେ ଗଣତନ୍ତ୍ର ବଦଳରେ ଚାଲିଥିଲା ଅମଲାତନ୍ତ୍ର
ଅର୍ଗସ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ଗସ୍ତର ଆଜି ଶେଷ ଦିନ । ଆଜି ଦିନ ୧୨ଟା ୪୫ରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଲକ୍ଷ୍ମୀ ପଡିଆରେ ବିଜେପିର ମେଗା ସଦସ୍ୟତ
BJD POLITICS
12m ago
24 ବିପର୍ଯ୍ୟୟ ପରେ ବିଜେଡ଼ିରେ ବଢୁଛି ଅସନ୍ତୋଷ
ଅର୍ଗସ ବ୍ୟୁରୋ: 24 ବିପର୍ଯ୍ୟୟ ପରେ ବିଜେଡ଼ିରେ ବଢ଼ିବାରେ ଲାଗିଛି ନେତାଙ୍କ ବୟାନବାଜି । ନବୀନଙ୍କ ବିରୁଦ୍ଧରେ ଖୁଲମଖୁଲା ବିଶୋଦଗାର କରୁଛନ୍ତି ନେତା । ଆଉ ଏଭଳି ସ୍ଥିତିରେ ଦଳର ନେତୃତ୍
ଦାଦନ ସମସ୍ୟା
47m ago
ରାଜ୍ୟରୁ ଦୂର ଦେବ ଦାଦନ ସମସ୍ୟା
ଅର୍ଗସ ବ୍ୟୁରୋ: ରାଜ୍ୟରୁ ଦୂର ଦେବ ଦାଦନ ସମସ୍ୟା । ଏଥିପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଦାଦନ ଜନିତ ବିସ୍ଥାପନ ଦୂର ପାଇଁ ସରକାର ଏକ ଟାସ୍କଫୋର୍ସର ଗଠନ କରିଛନ୍ତି । ଦାଦ