ବାତ୍ୟା କ୍ଷୟକ୍ଷତି ଟଙ୍କା, ୭ ଦିନ ଭିତରେ ଜିଲ୍ଲାପାଳ ଚାଷୀଙ୍କୁ କ୍ଷୟକ୍ଷତି ଟଙ୍କା କରିବେ ବଣ୍ଟନ
by Argus News
Wed, Nov 06 | 4:27 p.m.

ଅର୍ଗସ ବ୍ୟୁରୋ:  ଆଜି ସନ୍ଧ୍ୟା ସୁଦ୍ଧା ବିଭିନ୍ନ ଜିଲ୍ଲାକୁ ଅନଲାଇନରେ ପଠାଯିବ ବାତ୍ୟା କ୍ଷୟକ୍ଷତି ଟଙ୍କା | 7 ଦିନ ଭିତରେ ଜିଲ୍ଲାପାଳ ଚାଷୀଙ୍କୁ କ୍ଷୟକ୍ଷତି ଟଙ୍କା ବଣ୍ଟନ କରିବେ | ଗତକାଲି ବିଭିନ୍ନ ଜିଲ୍ଲା ଓ ବିଭାଗରୁ ବାତ୍ୟା ଦାନା କ୍ଷୟକ୍ଷତିର ରିପୋର୍ଟ ପଂହଁଚିଛି | ଓଡ଼ିଶାରେ ସାମଗ୍ରିକ ଭାବେ ଫସଲ, ଘର ଏବଂ ବିଭିନ୍ନ ବିଭାଗର ଚୂଡ଼ାନ୍ତ ଆକଳନ 616 କୋଟି 19 ଲକ୍ଷ 30 ହଜାର ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ବିଭିନ୍ନ ବିଭାଗର କ୍ଷୟ କ୍ଷତି ଅର୍ଥ ରାଶି ଆଜି ସନ୍ଧ୍ୟାରେ ବିଭାଗ ମାନଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

SEEDS
1m ago
ଦେଶୀ ବିହନର ସୁରକ୍ଷା ସାଙ୍ଗକୁ ପ୍ରସାର କରୁଛନ୍ତି ଶଙ୍କର ପଟ୍ଟନାୟକ
ଅର୍ଗସ ବ୍ୟୁରୋ: ସ୍ୱଦେଶୀ ବିହନ ଜରିଆରେ ଚାଷୀଙ୍କ ଉନ୍ନତି ସମ୍ଭବ । ଏହାର ପ୍ରସାର ଘଟିଲେ ସେମାନଙ୍କୁ ଋଣ ମୁକ୍ତ କରିବା ସହଜ । କୃଷି ପଦ୍ଧତିରେ ଏଭଳି ବିଚାରକୁ ପ୍ରୟୋ
WATER
14m ago
ଘଟକେଶ୍ବର ଡ଼୍ୟାମରୁ ଚାଷ ଜମିକୁ ଗଲା ପାଣି
ଅର୍ଗସ ବ୍ୟୁରୋ: ଚାଷ ଜମିକୁ ପହଞ୍ଚିଲା ପାଣି । ଚାଷୀ ଖୁସ୍ । ବିଜେଡି ସରକାରବେଳେ ଖାଲି ପ୍ରକଳ୍ପରେ ଅଟକି ରହିଥିଲା ଜଳ ଯୋଗାଣ । ବିଜେପି ସରକାର ଆସିବାର 4 ମାସରେ ତାର ସମାଧା
ହାତୀ ଘଉଡ଼ାଇବା
18m ago
ହାତୀ ଘଉଡ଼ାଇବା ବେଳେ କଚାଡ଼ିଲା ହାତୀ
ଅର୍ଗସ ବ୍ୟୁରୋ: ହାତୀ ଘଉଡ଼ାଇବା ବେଳେ ଟେକି କଚାଡି ଦେଲା ହାତୀ। ଚାଲିଗଲା ଯୁବକଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଚମ୍ପୁଆ ରେଞ୍ଜ କାଟୁଳିକନା ଅଞ୍ଚଳରେ। ମୃତକ ହେଉଛନ୍ତି କାଟୁଳିକନ