ମାଡ଼ି ଆସୁଛି ବାତ୍ୟା 'ଦାନା'
by Argus News
Wed, Oct 23 | 7:39 a.m.

ଅର୍ଗସ ବ୍ୟୁରୋ : ଗଭୀର ଅବପାତରେ ପରିଣତ ହେଲା ପୂର୍ବ ମଧ୍ୟ ବଙ୍ଗୋପ ସାଗରରେ ସୃଷ୍ଟିହୋଇଥିବା ଅବପାତ । ଗୁରୁବାର ରାତି-ଶୁକ୍ରବାର ସକାଳ ମଧ୍ୟରେ ପୁରୀରୁ ପଶ୍ଚିମବଙ୍ଗ ସାଗର ଦୀପ ମଧ୍ୟରେ ଉପକୂଳ ଛୁଇଁପାରେ `ଦାନା' ।

ଅଧିକ ପଢନ୍ତୁ : ବାତ୍ୟା ‘ଦାନା’ ପ୍ରସଙ୍ଗ : ରିଲିଫ କାର୍ଯ୍ୟରେ ପ୍ରଶାସନ ଓ ସରକାରଙ୍କୁ ସହଯୋଗ କରିବାକୁ କାର୍ଯ୍ୟକର୍ତ୍ତା ନିୟୋଜିତ ହେବ

100ରୁ 120 କିଲୋମିଟର ରହିପାରେ ପବନର ବେଗ । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା, ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । 24ରେ  7ଟି ଓ 25 ତାରିଖରେ 4 ଜିଲ୍ଲାକୁ ରେଡ୍ ଆଲର୍ଟ । 

ବାତ୍ୟା ଦାନା
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ଦାନା
ଅର୍ଗସ ବ୍ୟୁରୋ : ସୃଷ୍ଟି ହେଲା ବାତ୍ୟା ।ବାତ୍ୟାର ରୂପ ନେଲା ଗଭୀର ଅବପାତ । ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ଦାନା । ପାରାଦୀପ ରାଡାରରେ ବାତ୍ୟାର ଚିତ୍ର ଅନୁମାନ । ସାଟେଲାଇ
`ଦାନା’
ବୁଧବାର ରାତି, ଗୁରୁବାର ସକାଳ ମଧ୍ୟରେ ଓଡ଼ିଶା ଉପକୂଳରେ ମାଡ଼ ହୋଇପାରେ `ଦାନା’
ଅର୍ଗସ ବ୍ୟୁରୋ : 24 ତାରିଖ ରାତି ନ ହେଲେ 25 ତାରିଖ ଭୋର ମଧ୍ୟରେ ଓଡ଼ିଶା ଉପକୂଳ ଅତିକ୍ରମ କରିବ ଭୀଷଣ ବାତ୍ୟା ବାତ୍ୟା । ପୁରୀରୁ ସାଗର ଦୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ଏହି ସିଭିୟ
ବ୍ରିକ୍ସ ସମିଟ୍
ରୁଷର କାଜାନଠାରେ ବ୍ରିକ୍ସ ସମିଟ୍ ଆରମ୍ଭ
ଅର୍ଗସ ବ୍ୟୁରୋ : ରୁଷର କାଜାନଠାରେ ବ୍ରିକ୍ସ ସମିଟ୍ ଆରମ୍ଭ ହୋଇଛି। ସମିଟର ଆରମ୍ଭରେ ରୁଷ୍ ୟୁକ୍ରେନ ଯୁଦ୍ଧକୁ ନେଇ ରାଷ୍ଟ୍ରପତି ପୁଟିନଙ୍କୁ ପୁଣି ଥରେ ଶାନ୍ତିର ସନ୍ଦେଶ ଦେଇଛନ୍ତ