`ସୁବିଧା' ନାମକ ଡିଜିଟାଲ ଆପ ଜରିଆରେ ପ୍ରାର୍ଥୀ ପତ୍ର ଦାଖଲ 
by Argus News
Mon, Mar 18 | 9:12 a.m.

ଖୋର୍ଦ୍ଧା: ସାଧାରଣ ନିର୍ବାଚନ ବିଗୁଲ ବାଜିବା ପରେ ତତ୍ପର ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ଜିଲ୍ଲାରେ ୧୮ଲକ୍ଷ ୬୫ ହଜାର ମତଦାତା ଲାଗି ୧ହଜାର୯୦୭ଟି ବୁଥ କେନ୍ଦ୍ର ସ୍ଥାପନ ହୋଇଛି। ଚଳିତ ନିର୍ବାଚନରେ ମହିଳାମାନଙ୍କ ଦ୍ଵାରା ସଂପୂର୍ଣ୍ଣ ଭାବେ ପରିଚାଳିତ ହେବ ୫୨୪ଟି ସଖି ବୁଥ । ପ୍ରାର୍ଥୀମାନେ `ସୁବିଧା' ନାମକ ଡିଜିଟାଲ ଆପ ଜରିଆରେ ପ୍ରାର୍ଥୀ ପତ୍ର ଦାଖଲ କରିବେ ।

 ୮୫ବର୍ଷ ରୁ  ଭୋଟର ଙ୍କୁ ଉତ୍ସାହିତ କରିବାକୁ ପ୍ରଶାସନ ପକ୍ଷ ରୁ ବିଶେଷ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସବୁ ଦଳର ସମସ୍ତ ପ୍ରାର୍ଥୀଙ୍କ କ୍ଷେତ୍ରରେ ସଂପୂର୍ଣ୍ଣ ନିରପେକ୍ଷତା ଅବଲମ୍ବନ କରାଯାଇଛି। ୧୬ତାରିଖ ରୁ ନିର୍ବାଚନ ଆଚରଣ ବିଧି ଲାଗିଥିବାରୁ ଜିଲ୍ଲାରେ ୨୮ଟି ଫ୍ଲାଇଙ୍ଗ ସ୍କ୍ବାର୍ଡ ଟିମ୍ ତଦାରଖ କରୁଛନ୍ତି ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ଚଞ୍ଚଳ ରଣା ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

MODI
4m ago
ଆଜି ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁପର ଶୋ
ଅର୍ଗସ ବ୍ୟୁରୋ: ଆଜି ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁପର ଶୋ। ଭୁବନେଶ୍ୱର ରାମ ମନ୍ଦିରରୁ ବାଣୀବିହାର ଯାଏଁ କରିବେ ରୋଡ଼ ଶୋ। ଏଥିପାଇଁ ଉତ୍ସାହିତ ବିଜେପି ଶିବିର
ମୁଖ୍ୟମନ୍ତ୍ରୀ
ବିଜେଡି ନିର୍ବାଚନୀ ଇସ୍ତାହାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ : ବିଜେଡି ଜାରି କଲା ନିର୍ବାଚନୀ ଇସ୍ତାହାର । ଇସ୍ତାହାର ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶା ନମ୍ବର ୱାନ ଘୋଷଣା ପତ୍ର ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତ
ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଦୁଇ ଦିନିଆ ନିର୍ବାଚନ ପ୍ରଚାରରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଭୁବନେଶ୍ୱରରେ ରୋଡ ସୋରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ସନ୍ଧ୍ୟା ୬ ଟାରେ ରାଜ୍ୟ କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ ସୋ କରିବେ ମୋଦି ଆସନ୍ତ