ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ, ଦେଖଣାହାରୀ ସାଜିଲେ ପୋଲିସ ଓ ଓକିଲ
by Argus News
Tue, Apr 16 | 3:46 p.m.

ଅର୍ଗସ ବ୍ୟୁରୋ : ଝାରସୁଗୁଡାରେ ଜିଲ୍ଲା କୋର୍ଟ ପରିସରରେ ଜଣେ ବିଚାରଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ । କୋର୍ଟ ପରିସରର ଦୁଇ ମହଲା ଉପରୁ ଡେଉଁଥିବା ବେଳେ ଦେଖଣାହାରି ସାଜିଲେ ପୋଲିସ ଏବଂ ଓକିଲ । ଆଜି ଜିଲ୍ଲା କୋର୍ଟରେ ଶୁଣାଣି ପାଇଁ ଜେଲରୁ ଅଭିଯୁକ୍ତଙ୍କୁ କୋର୍ଟକୁ ଅଣା ଯାଇଥିଲା । ପୋଲିସର ଉପସ୍ଥିତିରେ କୋର୍ଟର ଦୁଇ ମହଲା ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛି ଅଭିଯୁକ୍ତ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

କଏଦୀଙ୍କ କହିବା ଅନୁସାରେ ସେ ନିର୍ଦ୍ଦୋଶ ଏବଂ ତାଙ୍କୁ ଜାଣିଶୁଣି ଫସାଇ ଦିଆଯାଇଛି । ଆତ୍ମହତ୍ୟା ଉଦ୍ୟମ କରିଥିବା କଏଦୀ ଜଣକ ବେଲପାହାଡ଼ ଅଞ୍ଚଳର ଏବଂ ସେ ଏକ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଅଛନ୍ତି । ଡେଇଁବା ପରେ ପୋଲିସ ଅଭିଯୁକ୍ତଙ୍କୁ କାବୁ କରିବା ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଚିକିତ୍ସା କରିବା ସହିତ ଗୋଡ଼ ଭାଙ୍ଗି ଯାଇ ଥିବାରୁ ତାଙ୍କୁ ଚିକିତ୍ସା କରାଯାଇଛି ।

4 SUSPECTED ISIS
3m ago
ଗିରଫ ହେଲେ ଆଇଏସଆଇଏସର ୪ଜଣ ଆତଙ୍କବାଦୀ
ଅର୍ଗସ ବ୍ୟୁରୋ : ବଡ଼ ଯୋଜନା ହେଲା ବିଫଳ । ଗିରଫ ହେଲେ ଆଇଏସଆଇଏସର ୪ଜଣ ଆତଙ୍କୀ । ସେମାନଙ୍କୁ ଗିରଫ କରି ପଚାରାଉଚରା କରୁଛି ଗୁଜିରାଟ୍ ‘ଏଟିଏସ୍’ । ଏହି ୪ଜଣ ଆତଙ୍କବାଦ
DIARRHEA CASE
6m ago
କଟକିଆସାହିରେ ବ୍ୟାପୁଛି ଝାଡ଼ାବାନ୍ତି, ଲୋକଙ୍କ ମଧ୍ୟରେ ଆତଙ୍କ
ଅର୍ଗସ ବ୍ୟୁରୋ : ଆଠଗଡ଼ କଟକିଆସାହି ପଞ୍ଚାୟତ ପାଟେଣୀଗାଁରେ ଝାଡ଼ାବାନ୍ତି ଆତଙ୍କ । ଗୋଟିଏ ଗାଁରେ ୩୦ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ । ଦୂଷିତ ପାନୀୟଜଳ ପିଇ ଝାଡ଼ାବାନ୍ତ
ରତ୍ନଭଣ୍ଡାର
36m ago
ପାଣ୍ଡିଆନଙ୍କ ମନ୍ତବ୍ୟ ଉପରେ ଜବାବ ରଖିଲା ବିଜେପି
ଭୁବନେଶ୍ୱର: ରତ୍ନଭଣ୍ଡାରକୁ ନେଇ ଜାତୀୟ ଗଣମାଧ୍ୟମରେ ପାଣ୍ଡିଆନଙ୍କ ମନ୍ତବ୍ୟ ଉପରେ ଜବାବ ରଖିଲା ବିଜେପି । ଚାବି ଯିଏ ହଜେଇଛି, ସିଏ ରତ୍ନ ଚୋରି କରିଛି । ପାଣ୍ଡିଆନ ସ୍ପଷ୍ଟ କରିବେ କି ରତ୍