ବଡ ବଡ ଦୁର୍ନୀତିରେ ଲିପ୍ତ ଥିଲା ବିଜେଡି ସରକାର
by Argus News
Fri, Sep 06 | 4:32 p.m.

ଅର୍ଗସ ବ୍ୟୁରୋ: ବିଜେଡି ଛାଡି ବିଜେପିରେ ମିଶିବା ପରେ ପୂର୍ବ ବିଜେଡି ସରକାର ଉପରେ ନିର୍ଦ୍ଧୁମ ବର୍ଷିଛନ୍ତି ସୁଜିତ କୁମାର । ବଡ ବଡ ଦୁର୍ନୀତିରେ ଲିପ୍ତ ଥିଲା ବିଜେଡି ସରକାର । କଳାହାଣ୍ଡିରେ ଯେତିକି ବିକାଶ ହେବା କଥା ହୋଇନାହିଁ । କଳାହାଣ୍ଡିରୁ ହଜାର ହଜାର କୋଟି ଲୁଟ୍ ହୋଇଛି ତାର ପର୍ଦ୍ଦାଫାଶ କରିବି ବୋଲି କହିଛନ୍ତି ବିଜେପି ନେତା ସୁଜିତ କୁମାର । 
ତଦନ୍ତ କରାଯାଇ ଦୁର୍ନିତୀର ଖୁଲାସା ହେବ ।

ଇସ୍ତଫା ଦେଲେ ଆଉ ଜଣେ ବିଜେଡି ସାଂସଦ

ବିଜେଡିର ସ୍ଥାନୀୟ ନେତା ଦୁର୍ନୀତିରେ ଲିପ୍ତ ରହି କୋଟି କୋଟି ଟଙ୍କା ଲୁଟ୍ କରିଛନ୍ତି। ଟେଣ୍ଡର୍ ଫିକ୍ସିଂ, ବାଲିମାଫିଆଙ୍କ ସହ ମିଶି ବଡ ଦୁର୍ନୀତି କରାଯାଇଥିଲା । କିଛି ଆତ୍ମଘୋଷିତ ନେତା ଦୁର୍ନୀତିରେ ସାମିଲ ହୋଇଛନ୍ତି । କଳାହାଣ୍ଡିରେ ଦୁର୍ନୀତି ସଂପର୍କରେ ଜୁନ ୧୩ ରେ ମୁଖିଆଙ୍କୁ ଜଣାଇଥିଲି । ମାତ୍ର କୌଣସି ସୁଫଳ ମିଳିଲା ନାହିଁ ବୋଲି କହିଛନ୍ତି ସୁଜିତ ।

ନୂଆଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଭାରୀ ବିଜୟ ପାଲ ସିଂ ତୋମାର ଓ ସାଂସଦ ଭର୍ତ୍ତୃହରି ମହତାବଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ।

ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସୁଜିତ କୁମାର 
 

ପ୍ରଥମ ଟେଷ୍ଟ
ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବର
ମଙ୍କିପକ୍ସ
ଭାରତରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଭାରତରେ ଆଉଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର କେରଳରେ । ସେ କିଛି ଦିନତଳେ ୟୁଏଇରୁ ଫେରିଛନ୍ତି । ତାଙ୍କୁ ଆଇସୋଲେସନରେ ରଖ
ଚନ୍ଦ୍ରଯାନ
ଚନ୍ଦ୍ରଯାନ ୪ର ମିଶନ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ମଂଜୁରୀ
ନୂଆଦିଲ୍ଲୀ: ମହାକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ । ଚନ୍ଦ୍ରଯାନ ୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମିଳିଛି ମଂଜୁରୀ । ବହୁ ପ୍ରତିକ୍ଷୀତ ଏହି ମିଶନ ପାଇଁ ୨୧୦୪କୋଟି ଟଙ୍କା ବ୍ୟ