ରାତି ୧୧ଟାରେ ବନ୍ଦ ହେବ ସୁନାବେଶ ଦର୍ଶନ
by Argus News
Wed, Jul 17 | 7:14 p.m.

ଅର୍ଗସ ବ୍ୟୁରୋ: ରାତି ୧୧ଟାରେ ସୁନାବେଶ ଦର୍ଶନ ହେବ ବନ୍ଦ। ଆସନ୍ତାକାଲି ଭିତରଭଣ୍ଡାର କମିଟିର ପରିଦର୍ଶନ ଥିବାରୁ ୧୧ଟାରେ ବନ୍ଦହେବ ସୁନାବେଶ ଦର୍ଶନ। ଭକ୍ତ ମାନଙ୍କୁ ଶ୍ରୀମନ୍ଦୀର ମୁଖ୍ୟ ପ୍ରଶାସକ କଲେ ନିବେଦନ। ନିର୍ଦ୍ଧାରିତ ସମୟ ମଧ୍ୟରେ ଶୀଜିଉ ଙ୍କୁ ଦର୍ଶନ କରି ଫେରନ୍ତୁ। ଆସନ୍ତାକାଲି ବନ୍ଦ ରହିବ ଶ୍ରୀମନ୍ଦୀର ଚାରିଦ୍ବାର। କେବଳ ଅଧିକୃତ ବ୍ୟକ୍ତିମାନେ ସିଂଘଦ୍ବାର ଦେଇ ପ୍ରବେଶ କରିବେ। 

ଆସନ୍ତା କାଲି କେବଳ ଭିତର ରତ୍ନଭଣ୍ଡାର ଖୋଲା ହୋଇ ରତ୍ନ ଅଳଙ୍କାର ସ୍ଥାନାନ୍ତରିତ ହେବ। ପରେ ରତ୍ନଭଣ୍ଡାର ମରାମତି, ତା ପରେ ଗଣତି ମଣନ୍ତି ପାଇଁ ହେବ ଆଲୋଚନା। ଶୁଙ୍ଖଳିତ ଭାବରେ ସେବାୟତ ନିୟୋଗମାନେ ସୁନାବେଶକୁ ଶେଷ କରିଥିବାରୁ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢି ଜଣାଇଲେ ଧନ୍ୟବାଦ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ମଟନ୍ ବିରିୟାନୀ
4m ago
ଜେଲରେ କଏଦୀଙ୍କୁ ମିଳିବ ମଟନ୍ ବିରିୟାନୀ
ଅର୍ଗସ ବ୍ୟୁରୋ : କଏଦୀଙ୍କ ପାଇଁ ଦଶହରା ଭେଟି । ଜେଲରେ ମିଳିବ ବିରିୟାନୀର ମଜା । ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତି । ଅକ୍ଟୋବର ୯ରୁ ୧୨ ତାରିଖ ଯାଏଁ ଜେଲରେ କଏଦୀଙ୍କୁ ମିଳିବ ସ୍ବାଦିଷ୍
ହରିୟାଣା ନିର୍ବାଚନ
25m ago
ହରିୟାଣା ନିର୍ବାଚନ ; ସଂଧ୍ୟା ୬ଟା ସୁଦ୍ଧା ହୋଇଛି ୬୫ ପ୍ରତିଶତ ମତଦାନ
ଅର୍ଗସ ବ୍ୟୁରୋ : ଶେଷ ହୋଇଛି ହରିୟାଣା ନିର୍ବାଚନ । ନିର୍ବାଚନ କମିଶନ ତଥ୍ୟ ଅନୁସାରେ ସଂଧ୍ୟା 6ଟା ସୁଦ୍ଧା ହୋଇଛି 65 ପ୍ରତିଶତ ମତଦାନ । ଗତ 1 ତାରିଖରେ ଜମ୍ମୁ କାଶ୍ମୀର ନିର୍ବାଚନ ଶେଷ ହେବ
ଏନ୍‌କାଉଣ୍ଟର
35m ago
ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳିଲେ ୩୬ ହାର୍ଡକୋର ମାଓବାଦୀ
ଅର୍ଗସ ବ୍ୟୁରୋ : ଯେଉଁଠି ଦିନେ ଦବଦବା ଜାହିର କରୁଥିଲେ ଲାଲ୍‌ ବାହିନୀ, ଏବେ ସେଠି ଥରହର ସ୍ଥିତି । ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଘନ ଘନ କମ୍ବିଂ । ଏନକାଉଣ୍ଟର ବେଳେ କେତେବେଳ