ଖୁବଶୀଘ୍ର କପିଲଙ୍କ ସହ ନଜର ଆସିବେ ସୁନିଲ ଗ୍ରୋଭର
by Argus News
Fri, Mar 01 | 5:36 p.m.

ଅର୍ଗସ ବ୍ୟୁରୋ : କପିଲଙ୍କ ସହ ନଜର ଆସିବେ ସୁନିଲ ଗ୍ରୋଭର । କମେଡି କିଙ୍ଗ କପିଲ ଶର୍ମା ଏବଂ ସୁନିଲ ଗ୍ରୋଭରଙ୍କ ମନମାଳିନ୍ୟକୁ ନେଇ ଅନେକ ଦିନରୁ ଚର୍ଚ୍ଚା ଲାଗି ରହିଥିଲା । ଉଭୟଙ୍କ ଯୋଡିକୁ ଦର୍ଶକ ପସନ୍ଦ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ବ୍ୟକ୍ତିଗତ ଝଗଡା କାରଣରୁ ଦୁହେଁ ଅନେକ ଦିନରୁ ଶୋ'ରେ ନଜର ଆସୁନଥିଲେ। ହେଲେ ଉଭୟଙ୍କୁ ପୁଣି ଖୁବଶୀଘ୍ର ଏକାଠି ଦେଖିବାକୁ ମିଳୁଛି । 

ଅଧିକ ପଢନ୍ତୁ : କମେଡି ସହ ଆକ୍ଟିଂରେ ନିଜର ଜଲୱା ଦେଖାଇବେ କପିଲ

କପିଲ ଶର୍ମାଙ୍କ କମେଡି ଶୋ' ଖୁବଶୀଘ୍ର ନନେଟଫ୍ଲିକ୍ସରେ ଆସିବାକୁ ଯାଉଛି । ଏହି ଶୋ'ର ନାଁ ରହିଛି 'ଦ ଗ୍ରେଟ ଇଣ୍ଡିଆନ୍ କପିଲ ଶୋ' । ଏହି ଶୋ'ରେ କପିଲ ତାଙ୍କ ଗ୍ୟାଙ୍ଗଙ୍କ ସହ ନଜର ଆସୁଛନ୍ତି। ଯାହାର ଏକ ପ୍ରୋମୋ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଏଥିରେ ରାଜୀବ ଠାକୁର, କୃଷ୍ଣା, କିକୁ ଶାରଦା, ଅର୍ଚ୍ଚନା ପୁରଣ ସିଂ ପ୍ରୋମୋଙ୍କୁ ଥିବାବେଳେ ସୁନିଲ ଗ୍ରୋଭରଙ୍କ ଝଲକ ମଧ୍ୟ ଦେଖିବାକୁ ମିଳିଥିଲା । 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ