ଚିଆ ସିଡ୍ସରେ ଅନେକ ପ୍ରକାରର ଭଲ ଗୁଣ ଅଛି
by Argus News
Fri, Mar 29 | 3:53 p.m.

ଅର୍ଗସ ବ୍ୟୁରୋ:ଚିଆ ସିଡ୍ସରେ ଅନେକ ପ୍ରକାରର ଭଲ ଗୁଣ ଅଛି ଯାହା ଶରୀର ପାଇଁ ଲାଭ ଦୋଇଥାଏ । ଏହାକୁ ଖାଇଵା ଦ୍ଵାରା ଶରୀରର ଶକ୍ତି ସ୍ତର ଵଢାଇବା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟକୁ ଠିକ୍ ରଖିଥାଏ । ଚିଆ ମଞ୍ଜି ଗୁଡିକରେ ଅନେକ ପୁଷ୍ଟିକର ଶକ୍ତି ଥାଏ ଯାହା ଦ୍ଵାରା ଶରୀରକୁ ମଧ୍ୟ ଅନେକ ଶକ୍ତି ମିଳିଥାଏ ଏଵଂ ହଜମ ଶକ୍ତି ଵଢାଇ ଥାଏ । ସାଲଭିଆ ହିସପାନିକା ଉଦ୍ଭିଦରୁ ଉତ୍ପନ୍ନ ଏହି କ୍ଷୁଦ୍ର ମଞ୍ଜିଗୁଡିକ ଵହୁଵର୍ଷ ଧରି ଖିଆଯାଇଥିଲା । ଆପଣଙ୍କ ଖାଦ୍ୟରେ ଚିଆ ମଞ୍ଜି ଅନ୍ତର୍ଭୁକ୍ତ କଲେ ସ୍ୱାଦିଷ୍ଟ  ହୋଇଥାଏ ଏଵଂ ସ୍ୱାସ୍ଥ୍ୟ ଭଲ ରହିଵା ପାଇଁ ଏକ ସହଜ ଉପାୟ ହୋଇଥଏ । 

ପୁଷ୍ଟିକର ଖାଦ୍ୟରେ ଭରପୂର :-
ଚିଆ ମଞ୍ଜିରେ ଅନେକ ପୋଷକ ତତ୍ଵ ଭରପୂର ହୋଇ ରହଛି । ସେଗୁଡିକ ଫାଇବର, ପ୍ରୋଟିନ୍, କ୍ୟାଲସିୟମ୍, ମାଙ୍ଗାନିଜ୍, ମ୍ୟାଗ୍ନେସିୟମ୍, ଏବଂ ଫସଫରସ୍ ରହିଛି । ଏହି ପୁଷ୍ଟିକର ଖାଦ୍ୟରେ ଯେକୌଣସି ଖାଦ୍ୟରେ ଏକ ଉତ୍କୃଷ୍ଟ  କରିଥାଏ ସାମଗ୍ରିକ ସୁସ୍ଥତା ପାଇଁ ଆବଶ୍ୟକୀୟ ଭିଟାମିନ୍ ଏବଂ ଖଣିଜ ପଦାର୍ଥର ଯୋଗାଇଥାଏ ।

ହଜମ ଶକ୍ତି ଵଢାଏ :-
ଚିଆ ମଞ୍ଜିରେ ଅଧିକ ଫାଇବର ପରିମାଣ ଥିଵାରୁ ହଜମ ଶକ୍ତିକୁ ଵଢାଏ । ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ଫାଇବର ଅନ୍ତନଳୀର ନିୟନ୍ତ୍ରଣ କରେ,କୋଷ୍ଠକାଠିନ୍ୟକୁ ରୋକିବାରେ ସାହାଯ୍ୟ କରେ ଏବଂ ଅନ୍ତନଳୀରେ ଉପକାରୀ ବ୍ୟାକ୍ଟେରିଆର ବୃଦ୍ଧିକୁ ପ୍ରୋତ୍ସାହିତ କରେ  ଯାହା ହଜମ ପ୍ରକ୍ରିୟାକୁ ସଠିକ କରୁଥାଏ । ଯୋଉଁ ମାନେ ଓଜନ କମ୍ କରିବାକୁ ଚାହାନ୍ତି ସେହି ଲୋକମାନଙ୍କର ପ୍ରଥମ ପସନ୍ଦ ଥାଏ ।

ରୁବେଲା
2m ago
ରୁବେଲା ଭାଇରସକୁ ନେଇ ଗର୍ଭବତୀମାନଙ୍କୁ ସତର୍କ କରାଇଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର: ରୁବେଲା ଭାଇରସକୁ ନେଇ ଗର୍ଭବତୀମାନଙ୍କୁ ସତର୍କ କରାଇଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ। ଗର୍ଭବତୀ ମହିଳାଙ୍କ ଠାରେ ରୁବେଲା ହେଲେ ସେମାନଙ୍କ ସନ୍ତାନଙ୍କ କ୍ଷେତ୍ରର
ସାପ କାମୁଡାରେ
2m ago
ସାପ କାମୁଡାରେ ଶିଶୁର ଜୀବନଗଲା
ଅର୍ଗସ ବ୍ୟୁରୋ: ସାପ କାମୁଡାରେ ଜଣେ ଶିଶୁର ମୃତ୍ୟୁ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ହିଲୁଙ୍ଗ ଗାଁ ରେ ଘଟିଛି ଅଘଟଣ। ସୂଚନା ଅନୁସାରେ ଗଇଲଗୁଡ଼ି ଗାଁ ର ଶାନ୍ତି କୋର
MODI
5m ago
ମହାରଣା ପ୍ରତାପ ଜୟନ୍ତୀରେ ଦେଶକୁ ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦି ମହାରାଣା ପ୍ରତାପଙ୍କ ଜନ୍ମ ଜୟନ୍ତୀରେ ଏକ ଭିଡିଓ ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି। ଆସନ୍ତୁ ଆପଣଙ୍କୁ କହିବୁ ଯେ କିପରି ମହାରଣା ପ୍ରତାପ ଭାରତର