ମୁମ୍ବାଇର ଟାଇମ୍‌ସ ଟାଓ୍ବାର ବିଲଡିଂରେ ଭୟାବହ ଅଗ୍ନିକାଣ୍ଡ  
by Argus News
Fri, Sep 06 | 9:24 a.m.

ଅର୍ଗସ ବ୍ୟୁରୋ : ମୁମ୍ବାଇର ଲୋୟର ପାରେଲ ଓ୍ବେଷ୍ଟରେ ଥିବା ଟାଇମ୍‌ସ ଟାଓ୍ବାର ବିଲଡିଂରେ ଭୟାବହ ଅଗ୍ନିକାଣ୍ଡ  । ହୁ ହୁ ହୋଇ ଜଳୁଛି ବିଲଡିଂ । ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ପହଞ୍ଚିଲେ ୯ଟି ଅଗ୍ନିଶମ ଟିମ୍ ।  ଆଜି ସକାଳୁ ଲୋୟର ପାରେଲର ଥିବା ଟାଇମସ ଟାଓ୍ବାର ବିଲଡିଂରେ ହଠାତ୍ ନିଆଁ ଲାଗିଯାଇଥିଲା ।

ଅଧିକ ପଢନ୍ତୁ : କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ସର୍ଟ ସର୍କିଟ

ଚାହୁଁ ଚାହୁଁ ନିଆଁ ଗୋଟିଏ ପରେ ଗୋଟିଏ ମହଲାକୁ ବ୍ୟାପି ଯାଇଥିଲା । ଖବର ପାଇଁ ଅଗ୍ନିଶମ ବିଭାଗର ୯ଟି ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି ।
 

ପ୍ରଥମ ଟେଷ୍ଟ
ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବର
ମଙ୍କିପକ୍ସ
ଭାରତରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଭାରତରେ ଆଉଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର କେରଳରେ । ସେ କିଛି ଦିନତଳେ ୟୁଏଇରୁ ଫେରିଛନ୍ତି । ତାଙ୍କୁ ଆଇସୋଲେସନରେ ରଖ
ଚନ୍ଦ୍ରଯାନ
ଚନ୍ଦ୍ରଯାନ ୪ର ମିଶନ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ମଂଜୁରୀ
ନୂଆଦିଲ୍ଲୀ: ମହାକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ । ଚନ୍ଦ୍ରଯାନ ୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମିଳିଛି ମଂଜୁରୀ । ବହୁ ପ୍ରତିକ୍ଷୀତ ଏହି ମିଶନ ପାଇଁ ୨୧୦୪କୋଟି ଟଙ୍କା ବ୍ୟ