ଶେଷ ହୋଇଛି ୧୬ ଦିନ ଧରି ଚାଲିଥିବା ପ୍ୟାରିସ ଅଲିମ୍ପିକ୍ସ
by Argus News
Mon, Aug 12 | 7:26 a.m.

ଅର୍ଗସ ବ୍ୟୁରୋ : ୧୬ ଦିନ ଧରି ଚାଲିଥିବା ପ୍ୟାରିସ ଅଲିମ୍ପିକ୍ସ ଶେଷ ହୋଇଛି। ପ୍ୟାରିସ ଅଲିମ୍ପିକ୍ସକୁ ସ୍ମରଣୀୟ କରିବାକୁ ଉଦଯାପନୀ ସମାରୋହରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ମିଳିତ ପରେଡରେ ତ୍ରିରଙ୍ଗା ଧରିଥିଲେ ପଦକ ବିଜେତା ହକି ଟିମର ଗୋଲକିପର ପି.ଆର. ଶ୍ରୀଜେସ ଓ ଡବଲ ମେଡାଲିଷ୍ଟ ମନୁ ଭାକର। ପ୍ରତିଯୋଗିତାରେ ଭାରତ ଏଥର ଗୋଟିଏ ରୌପ୍ୟ ପଦକ ସହ ମୋଟ 6ଟି ପଦକ ହାସଲ କରିଛି।

ଅଧିକ ପଢନ୍ତୁ : ଆସନ୍ତା 13ରେ ଭିନେଶ ଫୋଗାଟଙ୍କ ମାମଲାର ଆସିବ ଚୂଡ଼ାନ୍ତ ରାୟ

ଉଦଯାପନୀ ସାମାରୋହରେ ଫ୍ରାନ୍ସ ପ୍ରେସିଡେଣ୍ଟ ଇମାନ୍ୟୁଏଲ ମାକ୍ରନଙ୍କ ସହ ଇଣ୍ଟରନ୍ୟାସନାଲ ଅଲିମ୍ପିକ କମିଟି ଅଧ୍ୟକ୍ଷ ଥୋମାସ ବାସ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ମାକ୍ରନ ବିଧିବଦ୍ଧ ଭାବେ ପରବର୍ତ୍ତୀ ୨୦୨୮ ରେ ଅଲିମ୍ପିକ୍ସ ଆୟୋଜନକାରୀ ଦେଶ ୟୁଏସ ପ୍ରତିନିଧିଙ୍କୁ ଅଲିମ୍ପିକ ଫ୍ଲାଗ ମଧ୍ୟ ହସ୍ତାନ୍ତର କରିଛନ୍ତି। ଉଦଯାପନୀ ସମାରୋହରେ ହଲିଉଡ କଳାକାର ଟମ୍ କ୍ରୁଜଙ୍କୁ  ଦେଖିବାକୁ ମିଳିଥିଲା।

ଲଘୁଚାପ ସୃଷ୍ଟି
10m ago
୨୨ରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା
ଅର୍ଗସ ବ୍ୟୁରୋ : ଆସନ୍ତା ୨୦ ତାରିଖରେ ଉତ୍ତର ଆଣ୍ଡମାନ ସାଗରରେ ସୃଷ୍ଟି ହେବ ଏକ ଘୂର୍ଣ୍ଣିବଳୟ ।ଏହାର ପ୍ରଭାବରେ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା
ନାବାଳକ
30m ago
୧୧ ବର୍ଷ ନାବାଳକର ମୃତ ଦେହ ଉଦ୍ଧାର, ବଳି ଦିଆଯାଇଥିବା ସନ୍ଦେହ
ବଲାଙ୍ଗୀର : ୧୧ ବର୍ଷର ନାବାଳକକୁ ବଳି । ଏଭଳି ସାଘାଂତିକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ଜଳପାକେର ଗାଁରୁ । ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି । ଅଭିଯୁକ୍ତକୁ ଗିରଫ ଦାବିରେ ଗ୍ରାମବାସ
CHOLESTEROL
58m ago
କୋଲେଷ୍ଟ୍ରଲ କମାଇବା ପାଇଁ କେଉଁ ରୁଟି ଖାଇବା?
ଅର୍ଗସ ବ୍ୟୁରୋ: ଆଜିକାଲି ସମସ୍ତେ ଖରାପ ଜୀବନଶୈଳୀ ହେତୁ ଅନେକ ପ୍ରକାରର ରୋଗରେ ପଡୁଛନ୍ତି । ଜୀବନଶୈଳୀ ସମ୍ବନ୍ଧୀୟ ରୋଗ ମଧ୍ୟରେ ମୋଟାପଣ ହେଉଛି ସବୁଠାରୁ ବଡ ସମସ୍ୟା ଯାହା ଅନ୍ୟ ବିପଜ୍ଜନ